Tag Archives: Net Worth

ସନ୍ୟାସ ନେଲେ ପୂଜାରା, ହେଲେ ଜାଣିଛନ୍ତି କି ତାଙ୍କର Net Worth କେତେ, କେଉଁଠୁ ଆସୁଛି କେତେ ଟଙ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୮: ଟେଷ୍ଟ କ୍ରିକେଟର ସର୍ବୋତ୍ତମ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ଅଭିଜ୍ଞ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା, ଏବେ ସେ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ପୂଜାରାଙ୍କ…

କେତେ ସମ୍ପତ୍ତି ଛାଡି ଦେଇଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ? ଜାଣନ୍ତୁ…

ରାଞ୍ଚି,୪।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଥିଲେ। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା…

କେତେ ସମ୍ପତ୍ତିର ମାଲିକ ଜଗଦୀପ ଧନଖର, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୨୨।୭: ଦେଶର ୧୪ତମ ଉପରାଷ୍ଟ୍ରପତି ଜଗଦୀପ ଧନଖର ୨୧ ଜୁଲାଇରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ସ୍ବାସ୍ଥ୍ୟ ସମସ୍ୟାକୁ ତାଙ୍କ ଇସ୍ତଫାର କାରଣ ବୋଲି ଦର୍ଶାଇ କହିଛନ୍ତି ଯେ ସେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ…

ଚର୍ଚ୍ଚାରେ ଶଶି ଥରୁର, ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକ କଂଗ୍ରେସର ମାନ ବୃଦ୍ଧି କରୁଥିବା ଏହି ଏମପି

ନୂଆଦିଲ୍ଲୀ,୨୮।୫: ‘ଅପରେଶନ ସିନ୍ଦୂର’ ପରେ ବିଶ୍ୱ ସ୍ତରରେ ଭାରତର ପକ୍ଷ ଉପସ୍ଥାପନ କରିଥିବା ପ୍ରତିନିଧି ଦଳରେ ଶଶି ଥରୁରଙ୍କ ନାମ ମଧ୍ୟ ସାମିଲ ଅଛି। ନ୍ୟୁୟର୍କରେ ସେ ଆତଙ୍କବାଦ ଉପରେ ଭାରତର ନୀତିକୁ ସ୍ପଷ୍ଟ ଭାବରେ ଦେଖାଇଛନ୍ତି। ଶଶି ଥରୁର ୨୦୦୯…

୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ ଗେଟ୍ସ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ଏହି ଦେଶରେ ଅଛନ୍ତି ସବୁଠୁ ଅଧିକ କୋଟିପତି: ଭାରତର ସ୍ଥାନ ଜାଣିଲେ ହୋଇଯିବେ ତାଜୁବ

ସାରା ବିଶ୍ୱରେ କୋଟିପତିଙ୍କ ତାଲିକାରେ ଅନେକ ଭାରତୀୟ ସାମିଲ ଅଛନ୍ତି। କେବଳ ଏତିକି ନୁହେଁ, ଭାରତ ଏହି କ୍ଷେତ୍ରରେ ବଡ଼ ବଡ଼ ଦେଶଗୁଡ଼ିକ ସହିତ ପ୍ରତିଯୋଗିତା ମଧ୍ୟ କରେ। ଭାରତରେ କୋଟିପତିଙ୍କ ସଂଖ୍ୟାରେ ବୃଦ୍ଧି ଆଶ୍ଚର୍ଯ୍ୟଜନକ। ୨୦୨୩ରେ ଏହି ସଂଖ୍ୟା ୮୦,୬୮୬…

ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ଭାବି ସମୁଦିଙ୍କର ବି ଅଛି ପୁଳାପୁଳା ଟଙ୍କା

ପୁଣି ଥରେ ଅମ୍ବାନୀ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri