Tag Archives: National

ଲାଲୁ ଯାଦବଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ? ହୋଇଗଲା ଖୁଲାସା

ପାଟଣା,୧୬।୭: ପରିବାରରେ ଉତ୍ତରାଧିକାର ଲଢ଼େଇ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ବିଗୁଲ ବଜାଇଛନ୍ତି। ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ମହୁଆରେ, ସେ ଘୋଷଣା କରିଥିଲେ ଯେ ସେ ଲାଲୁ ଯାଦବଙ୍କ ପ୍ରକୃତ ଉତ୍ତରାଧିକାରୀ।...

୧୮ ଦିନ ପରେ ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୧୫।୭: ୧୮ ଦିନ ଧରି ମହାକାଶରେ ରହିବା ପରେ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଆକ୍ସିଓମ୍‌-୪ ମିଶନର ଅନ୍ୟ ୩ କ୍ରିଉ ସଦସ୍ୟଙ୍କ ସହ ପୃଥିବୀରେ ଅବତରଣ କରିଛନ୍ତି। ତାଙ୍କ ମହାକାଶଯାନ ଡ୍ରାଗନ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ...

8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ...

ହରିଆଣା, ଗୋଆକୁ ମିଳିଲା ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୧୪।୭: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣା ଏବଂ ଗୋଆରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖରେ ଜଣେ ନୂତନ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ଅଶିମ କୁମାର ଘୋଷଙ୍କୁ ହରିୟାଣାର ରାଜ୍ୟପାଳ...

ଆମ୍ବ ବୋଝେଇ ଟ୍ରକ ଓଲଟି ଚାଲିଗଲା ୯ ଜୀବନ

ଅମରାବତୀ,୧୪।୭: ଆନ୍ଧ୍ରପ୍ରଦେଶର ଅନ୍ନମୟା ଜିଲାରେ ଆମ୍ବ ବୋଝେଇ ଏକ ଟ୍ରକ ଓଲଟି ପଡ଼ିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୧୦ ଜଣ ଆହତ ହୋଇଛନ୍ତି। କଡପା ସହରରୁ ପ୍ରାୟ ୬୦ କିଲୋମିଟର ଦୂର ପୁଲମପେଟା ମଣ୍ଡଳର...

ବଡ଼ ଅପଡେଟ୍‌: ଏହିଦିନ ଆସିବ ପିଏମ କିଷାନ ଟଙ୍କା, ଏମାନଙ୍କୁ ମିଳିବନି …

ନୂଆଦିଲ୍ଲୀ,୧୨।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସୁଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ଯୋଜନା)ର ୨୦ତମ କିସ୍ତି ପାଇଁ ଚାଷୀମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ଏବେ ଖବର ଆସିଛି...

ସ୍ପେସ୍‌ ଷ୍ଟେଶନକୁ ଯାଇଥିବା ଶୁଭାଂଶୁ ଶୁକ୍ଳା କେବେ ପୃଥିବୀକୁ ଫେରିବେ? ସ୍ପଷ୍ଟ କଲା NASA

ନୂଆଦିଲ୍ଲୀ,୧୧।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଦଳ ୧୪ ଜୁଲାଇରେ ମହାକାଶରୁ ଫେରିପାରନ୍ତି। ଗୁରୁବାର ଏକ ବିବୃତ୍ତିରେ ନାସା ଏହି ସୂଚନା ଦେଇଛି। ପୂର୍ବରୁ, ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ESA) ସୂଚିତ କରିଥିଲା ଯେ...

ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ ପାଳନ ପ୍ରସ୍ତୁତି ସମୟରେ ବଡ଼ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ, ଅନେକେ … 

ଭୋପାଳ,୩।୭: ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍‌ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ...

କଲେଜ ଛାତ୍ରଙ୍କୁ ପ୍ରେମ ପରେ ଶିକ୍ଷୟିତ୍ରୀ କହିଲେ- Marry Me… ଜବାବ ଶୁଣି ନେଇଗଲେ ଚରମ ନିଷ୍ପତ୍ତି

ଭୋପାଳ,୨୯।୬: ପ୍ରେମ ଉପରେ କାହାର ନିୟନ୍ତ୍ରଣ ନଥାଏ। ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ମଧ୍ୟପ୍ରଦେଶର ଖଣ୍ଡୱାରେ, ଜଣେ ଶିକ୍ଷୟିତ୍ରୀ ତାଙ୍କ ନିଜ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ। ପରେ ସେ ଛାତ୍ରଙ୍କୁ ବିବାହ...

ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍‌ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ

ଗୁରୁଗ୍ରାମ,୧୨ା୬: ଜଣେ ଶ୍ରମିକଙ୍କ ହାତରେ ଚିପ୍ସ ଓ କୋଲା ଥାଏ। ସେ ନିଜ ୪ ପୁଅଙ୍କୁ ରେଳ ଟ୍ରାକ୍‌ରେ ଧରି ଯାଉଥାଆନ୍ତି ଟ୍ରେନ୍‌ ଆସିବା ଯାଏ। ଶେଷରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଆସି ସେମାନଙ୍କୁ ଧକ୍କାଦେଲା। ଏଥିରେ ୫ ଜଣ ଯାକ...

ଜଳୁଛି ପଶ୍ଚିମବଙ୍ଗ; ଆଜି ସକାଳେ ମୁର୍ଶିଦାବାଦର ଧୂଲିଆନରେ ପୁଣି ଗୁଳିକାଣ୍ଡ, ୨ ଶିଶୁ…

କୋଲକାତା,୧୩।୪: ଓ୍ବକ୍‌ଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ଆରମ୍ଭ ହୋଇଥିବା ବିକ୍ଷୋଭ  ଉଗ୍ରରୂପ ନେଇଛି।  ରବିବାର ପୁଣି ଥରେ ଧୂଲିଆନରେ ଗୁଳିକାଣ୍ଡ ଘଟିଥିବା ବେଳେ ୨ ଜଣ ଶିଶୁ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ...

ପାଲଟା ଟାରିଫ୍‌କୁ ୯୦ ଦିନ ଅଟକାଇଲା ୟୁରୋପୀୟ ସଂଘ

ବ୍ରସେଲ୍ସ,୧୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରେସିପ୍ରୋକାଲ ଟାରିଫ୍‌ କାର୍ଯ୍ୟକାରିତାକୁ ୯୦ ଦିନ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆମେରିକା ସାମଗ୍ରୀ ଉପରେ ଲଗାଇବାକୁ ଥିବା ପାଲଟା ଶୁଳ୍କକୁ ୯୦ ଦିନ ଅଟକାଇବାକୁ ନିଷ୍ପତ୍ତି ନେଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri