Tag Archives: National

ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍‌ ମାଡ଼, ଏହି ସବୁ ଜିନିଷର ବଢିଯିବ ଦାମ୍‌! ତାଲିକାରେ ରହିଛି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୭: ବୁଧବାର ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଘୋଷଣା କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍‌ ଘୋଷଣା କରିବା ସମୟରେ କହିଥିଲେ ଯେ ବନ୍ଧୁ ହେବା ସତ୍ତ୍ୱେ, ଭାରତ ଏବଂ ଆମେରିକା ତୁଳନାତ୍ମକ ଭାବରେ…

ଆଶା-ମମତା କର୍ମୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, ୩ ଗୁଣ ବଢିଲା ଦରମା

ପାଟଣା,୩୦।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଶା ଏବଂ ମମତା କର୍ମୀଙ୍କ ପ୍ରୋତ୍ସାହନକୁ ଯଥେଷ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଗ୍ରାମୀଣ ସ୍ବାସ୍ଥ୍ୟ ସେବାକୁ…

ସନ୍ତୁଷ୍ଟ ନୁହନ୍ତି ଯଦି ଇସ୍ତଫା ଦେଇଦେବା ଉଚିତ୍‌: ଚିରାଗ ପାସୱାନଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ବିହାରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଶୁପତି ପାରସ କହିଛନ୍ତି ଯେ ଚିରାଗଙ୍କୁ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବାର ଥିଲା। ପାରସ…

ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଏଫଆଇଆର ରୁଜୁ, ଭାଜପା ଖେଳୁଛି ବଡ଼ ଗେମ୍‌!

ପାଟନା,୨୯।୭: ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ରାଜନୀତି ବିହାରରେ ଏକ ନୂତନ ଝଡ଼ ସୃଷ୍ଟି କରିଛି। ଆଜିକାଲି ବିହାର ରାଜନୀତିରେ ଯଦି କେହି ସବୁଠାରୁ ଅଧିକ ଚର୍ଚ୍ଚିତ, ତେବେ ସେ ହେଉଛନ୍ତି ପ୍ରଶାନ୍ତ କିଶୋର…

ଫସଲ କ୍ଷତି ହେଲେ କିପରି ପାଇବେ କ୍ଷତିପୂରଣ, ଶୀଘ୍ର କରନ୍ତୁ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୯।୭: ବର୍ଷା ଋତୁରେ ଚାଷୀମାନେ ଧାନ ଏବଂ ଖରିଫ ଫସଲ ବୁଣିବାରେ ବ୍ୟସ୍ତ ଥିବାବେଳେ, ବନ୍ୟା, ମରୁଡ଼ି କିମ୍ବା କୀଟପତଙ୍ଗ ଆକ୍ରମଣ ଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ କଠିନ ପରିଶ୍ରମକୁ ନଷ୍ଟ କରିପାରେ। ଏପରି ପରିସ୍ଥିତିରେ, ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା…

UPI ପେମେଣ୍ଟକୁ ନେଇ ଖୁସିଖବର: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି…

ନୂଆଦିଲ୍ଲୀ,୨୯।୭: ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି। ସରକାର ସ୍ପଷ୍ଟ କରିଛନ୍ତି ଯେ…

DNA ଟେଷ୍ଟ କରାଇବା ପରେ ଯାହା ଆସିଲା, ଦେଖିବା ପରେ ମା’ବାପାଙ୍କ ଉଡିଗଲା ହୋସ୍‌

ତେଲଙ୍ଗାନା,୨୮।୭: ହାଇଦ୍ରାବାଦରେ ଏକ ଚାଞ୍ଚଲ୍ୟକର ଅବୈଧ ସରୋଗେସି ଏବଂ ଶୁକ୍ରାଣୁ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି, ଯାହା କେବଳ ଏକ ଦମ୍ପତିଙ୍କୁ ଆଶ୍ଚର୍ଯ୍ୟ କରିନାହିଁ ବରଂ ସାରା ଦେଶରେ ଫର୍ଟିଲିଟି କ୍ଲିନିକ ଉପରେ ପ୍ରଶ୍ନ ଉଠାଇଛି। ପ୍ରକୃତରେ, ଯେତେବେଳେ ଏହି…

ପ୍ରତିଶୋଧ ନେଲା ସେନା, ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଆତଙ୍କୀ ନିପାତ

ନୂଆଦିଲ୍ଲୀ,୨୮।୭: ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ ତିନି ମାସ ପରେ, ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୂଚନା ଅନୁସାରେ, ତିନି ଜଣ ପାକିସ୍ତାନୀ…

PhonePe, GPay, Paytm ୟୁଜର୍ସଙ୍କ ପାଇଁ ବଡ଼ ଖବର, ଜାଣିନିଅନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା…

ନୂଆଦିଲ୍ଲୀ,୨୮।୭: ନୂଆ UPI ନିୟମ ୧ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ। ଯଦି ଆପଣ ନିୟମିତ ଭାବରେ Paytm, PhonePe, GPay କିମ୍ବା ଅନ୍ୟ କୌଣସି UPI ପ୍ଲାଟଫର୍ମ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏହା ଜାଣିବା ବହୁତ…

‘ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହା’ କହୁକହୁ କହିଦେଲେ… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୭।୭: ଉଦ୍ଧବ ଠାକରେ ଗୋଷ୍ଠୀର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅବସର ଦେବାକୁ ଚାହୁଁଛନ୍ତି, ସେଥିରେ ଅମିତ ଶାହା ମଧ୍ୟ ଅଛନ୍ତି। ମୁମ୍ବାଇରେ ଗଣମାଧ୍ୟମ…

ଧନଖର, ମୋଦିଙ୍କୁ ନେଇ ବଡ଼ କଥା କହିଦେଲେ ଖାର୍ଗେ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୭।୭: ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ରାଜନୀତି ଜୋର ଧରିଛି। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି , ଏହା ତାଙ୍କ (ଧନଖର) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ୍‌, DAକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୭।୭: ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଭଲ ଖବର ମିଳିପାରେ। ସେମାନେ ବର୍ତ୍ତମାନର ସପ୍ତମ ବେତନ କମିଶନ ଅଧୀନରେ ଅତି କମ୍‌ରେ ଆଉ ଗୋଟିଏ DA (ମହାଙ୍ଗା ଭତ୍ତା) ପାଇପାରନ୍ତି। ସଦ୍ୟତମ ମୁଦ୍ରାସ୍ଫୀତି ସଂଖ୍ୟାକୁ ଦେଖିଲେ, ଜୁଲାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri