Tag Archives: National

ରାଜସ୍ଥାନର ଦୌସାରେ ଭୟଙ୍କର ସଡ଼କ ଦୁର୍ଘଟଣା: ୧୦ ଜଣଙ୍କ ଜୀବନ ଗଲା

ଜୟପୁର,୧୩।୮: ରାଜସ୍ଥାନର ଦୌସାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାପି ନିକଟରେ ଏକ ଯାତ୍ରୀବାହୀ ପିକଅପ ଏବଂ ଏକ ଟ୍ରଲର ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଆହତ...

ସାଧାରଣ ଲୋକଙ୍କୁ ମିଳିଲା ଆଶ୍ୱସ୍ତି: ୮ ବର୍ଷ ମଧ୍ୟରେ କମିଲା…

ନୂଆଦିଲ୍ଲୀ,୧୩।୮: ଦେଶରେ ମୁଦ୍ରାସ୍ଫୀତି ମୋର୍ଚ୍ଚାରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଜୁଲାଇ ମାସରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ, ଏହି ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୧.୫୫ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗତ ଆଠ ବର୍ଷ ମଧ୍ୟରେ...

ପୁଟିନଙ୍କ ସହ ସାକ୍ଷାତ କରିବା ପୂର୍ବରୁ ମୋଦିଙ୍କ ସହ କ’ଣ କଥା ହେଲେ ଜେଲେନ୍ସକି, ଏକ୍ସରେ ଦେଲେ ସୂଚନା

ନୂଆଦିଲ୍ଲୀ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ପୂର୍ବରୁ ସୋମବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା...

ରାହୁଲ, ପ୍ରିୟଙ୍କାଙ୍କୁ ଉଠାଇନେବା ପଛରେ ବଡ଼ କାରଣ, ଦିଲ୍ଲୀ ପୋଲିସ କଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୮: ସୋମବାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସାଂସଦମାନେ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ବିରୋଧରେ ପ୍ରତିବାଦ କରି ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ”ଭୋଟ ଚୋରି”...

ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହିଦ

ଶ୍ରୀନଗର,୯।୮: ଜମ୍ମୁ-କଶ୍ମୀରର କୁଲଗାମର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆଜି ନବମ ଦିନ ପାଇଁ ଜାରି ରହିଛି। ସାରା ରାତି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା। ଏହି ସମୟରେ, ଗତକାଲି ରାତିରେ ଗୁଳିଚାଳନାରେ ସେନାର...

ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ ରିକ୍ୱେଷ୍ଟରୁ ୮୦ ବର୍ଷୀୟଙ୍କୁ ୮.୭ କୋଟି ଠକେଇ

ମୁମ୍ବାଇ, ୯।୮: ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଜଣେ ଅଜଣା ମହିଳାଙ୍କ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ କରି ୨ ବର୍ଷ ମଧ୍ୟରେ ୮.୭ କୋଟି ଟଙ୍କା ଠକେଇର ସମ୍ମୁଖୀନ ହୋଇଛନ୍ତି। ଜଣେ...

ମୋଦି କ୍ୟାବିନେଟ ବୈଠକରେ ବଡ଼ ଘୋଷଣା: ନିଆଗଲା ଏହି ୫ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ୫୨,୬୬୭ କୋଟି ଟଙ୍କାର ଏକ ପ୍ୟାକେଜ ମଞ୍ଜୁର କରିଛି, ଯାହା ଅଧୀନରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଶିକ୍ଷା, ଏଲପିଜି, ଭିତ୍ତିଭୂମି ଏବଂ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ...

ଆୟକର ବିଲ-୨୦୨୫ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୮।୮: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ ଆଣିବେ। ଫେବୃଆରୀ ୨୦୨୫ରେ ଲୋକସଭାରେ ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ...

ମଧ୍ୟବିତ୍ତ ପରିବାର ପାଇଁ ଖୁସିଖବର: ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି…

ନୂଆଦିଲ୍ଲୀ,୮।୮: ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଶସ୍ତା ଏଲପିଜି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ, ୧୨,୦୦୦ କୋଟି...

୩୦ ସେପ୍ଟେମ୍ବର ପରେ ATMରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ୍‌! ସରକାର ଦେଲେ ଏହି ଜବାବ

ନୂଆଦିଲ୍ଲୀ,୮।୮: ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଏଟିଏମ୍‌ରୁ ୫୦୦ ଟଙ୍କାର ନୋଟ ବାହାରିବା ବନ୍ଦ ହୋଇଯିବ। ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛି। ସରକାରଙ୍କ ପକ୍ଷରୁ ସଂସଦରେ କୁହାଯାଇଛି ଯେ ଜନସାଧାରଣଙ୍କ କାରବାର ଆବଶ୍ୟକତାକୁ ଧ୍ୟାନରେ...

ଏହି ପରିଚୟପତ୍ର ବିନା ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଆଗାମୀ କିସ୍ତି ପାଇବେ ନାହିଁ, ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୮।୮: ଦେଶରେ କୋଟି କୋଟି ଚାଷୀ ଅଛନ୍ତି। ଏହି ଚାଷୀମାନଙ୍କ ମଧ୍ୟରୁ ଅନେକ ଚାଷ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରୁ ନାହାଁନ୍ତି। ଭାରତ ସରକାର ଏପରି ଗରିବ ଏବଂ ଅଭାବୀ ଚାଷୀଙ୍କୁ ସହାୟତା ପ୍ରଦାନ କରନ୍ତି। ଏଥିପାଇଁ ସରକାରଙ୍କ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ ଖର୍ଚ୍ଚ ହୁଏ ଏତେ କୋଟି, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ଉପରେ ବିରୋଧୀ ଦଳଗୁଡ଼ିକ ପ୍ରତ୍ୟେକ ଥର ପ୍ରଶ୍ନ ଉଠାଇଥାନ୍ତି। ବିରୋଧୀ ଦଳ ମଧ୍ୟ ପ୍ରତ୍ୟେକ ଥର ତାଙ୍କ ବିଦେଶ ଗସ୍ତର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନେକ ଥର କଂଗ୍ରେସ ନେତା ରାହୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri