Tag Archives: NATIONAL HIGHWAY

ପ୍ରଶାସନ ନେଲା ବଡ଼ ପଦକ୍ଷେପ, ଏଣିକି ଜାତୀୟ ରାଜପଥରୁ ହଟିବ…

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡ଼ି ବଜାର ଉପରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ ନେଇଛି। ଗୁରୁବାର ମିଳିତ ଭାବେ ଉଠାଦୋକାନୀଙ୍କୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଯେଉଁ...

ଖାଲଖମାରେ ଭରି ହୋଇଛି ଜାତୀୟ ରାଜପଥ, ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ…

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତା ରାଞ୍ଚି ବିଜୟଓ୍ବାଡା କରିଡ଼ର ଯୋଜନାରେ ନିର୍ମାଣ ହୋଇଛି। କିନ୍ତୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ଭରି ରହିଛି। ଗୋବରାଠାରେ ଥିବା ପୁରୁଣା ସେତୁଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ...

କେନ୍ଦୁଝର ଜିଲା ଏନ୍‌ଏଚ୍‌, ଏକ୍ସପ୍ରେସ୍‌ ୱେ’ରେ ଲାଗିଲା କଟକଣା

କେନ୍ଦୁଝର,୩୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍‌ଏଚ୍‌ ଓ ଏକ୍ସପ୍ରେସ୍‌ ୱେ’ରେ ବେଆଇନ ଗାଡ଼ି ପାର୍କିଂ ଉପରେ ଲାଗିଲା କଟକଣା। ଜିଲାର ଏନ୍‌ଏଚ୍‌ ୨୦ (ରାମ ଚନ୍ଦ୍ରପୁର ରୁ ରିମୁଳି ରୁ ଚମ୍ପୁଆ) ,୪୯ ( ତୁରୁମୁଙ୍ଗା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri