Video: ହ୍ୱାଇଟ୍ ହାଉସରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚୌକି ଟାଣିଲେ ରାଷ୍ଟ୍ରପତି ଟ୍ରମ୍ପ
ନୂଆଦିଲ୍ଲୀ ,୧୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ କରିଛନ୍ତି। ପଶ୍ଚିମ ୱିଙ୍ଗ ଲବିରେ ପରସ୍ପରକୁ ସ୍ୱାଗତ କରିବା ସମୟରେ ଦୁଇ ନେତା…
ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ
ଓ୍ବାଶିଂଟନ୍,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଛନ୍ତି। ସେଠାରେ ସେ ହୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ମୋଦିଙ୍କ ଏହି ଆମେରିକୀୟ ଗସ୍ତ ଦୁଇ ଦିନିଆ। ଏହି ସମୟ ମଧ୍ୟରେ ତାଙ୍କୁ ସେଠାରେ ଉଚ୍ଚ ସୁରକ୍ଷା ମିଳିବ। ଆପଣ…
ମୋଦିଙ୍କୁ ଦେଖି ଆଲିଙ୍ଗନ କଲେ ଫ୍ରାନ୍ସ ରାଷ୍ଟ୍ରପତି: ଡାକିଲେ ଡିନର
ନୂଆଦିଲ୍ଲୀ/ପ୍ୟାରିସ୍,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଏଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକଁରଙ୍କ ସହ ‘ଏଆଇ ଆକ୍ସନ ସମିଟ୍’ରେ ସହ-ଅଧ୍ୟକ୍ଷତା କରିବେ ଏବଂ ତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ‘ଏକ୍ସ’ ରେ…
ଆମେରିକା ଯିବା ପୂର୍ବରୁ ଟ୍ରମ୍ପଙ୍କୁ ନେଇ ମନର କଥା କହିଦେଲେ ମୋଦି
ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯାଇଛନ୍ତି। ଫ୍ରାନ୍ସରେ ସେ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ସେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ଫ୍ରାନ୍ସରେ ପ୍ରଥମ ଭାରତୀୟ କନସୁଲେଟ ଉଦଘାଟନ କରିବା…
ଦିଲ୍ଲୀ ପରେ ଏବେ ଏହି ୨ ରାଜ୍ୟ ହାତେଇବା ଭାଜପା ଲକ୍ଷ୍ୟ: ଜାଣନ୍ତୁ ମୋଦି-ଶାହାଙ୍କ ସିକ୍ରେଟ୍ ପ୍ଲାନ୍
ନୂଆଦିଲ୍ଲୀ.୧୦।୨: ୨୭ ବର୍ଷ ପରେ ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିବା ପରେ, ଏବେ ପ୍ରଶ୍ନ ଉଠୁଛି ଯେ ଭାଜପାର ପରବର୍ତ୍ତୀ ଟାର୍ଗେଟ ୨ଟି ରାଜ୍ୟ ଉପରେ ରହିଛି। ଏହି ୨ ରାଜ୍ୟ ହେଉଛି କେରଳ ଏବଂ ପଶ୍ଚିମବଙ୍ଗ। ଦିଲ୍ଲୀରେ ବିପୁଳ ସଫଳତା…
ମୋଦି ଆମେରିକାରୁ ଫେରିଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ
ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଶୋଚନୀୟ ପରାଜିତ ହେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀ ଇସ୍ତଫା ଦେଇଛନ୍ତି। କାଲ୍କାଜି ଆସନରୁ ଜିତିଥିବା ଆତିଶୀ ରବିବାର ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…
ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୧: ବଜେଟ ଅଧିବେଶନର ତୃତୀୟ ଦିନରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ, ଦେଶରେ ବେରୋଜଗାର ଯୁବକ ମାନଙ୍କୁ ଚାକିରି ଦେବାରେ ଉଭୟ ୟୁପିଏ ଏବଂ ଏନଡିଏ ସରକାର ବିଫଳ…
ଓଡ଼ିଶାରେ Coldplay କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶରେ କିପରି ଆଗେଇବ କନସର୍ଟ ଇକୋନୋମି
ଭୁବନେଶ୍ୱର, ୨୮।୧: ଅହମଦାବାଦ ଏବଂ ମୁମ୍ବାଇରେ କୋଲ୍ଡପ୍ଲେ(Coldplay) କନସର୍ଟର ସଫଳତା ପରେ ଭାରତରେ କନସର୍ଟର ଚାହିଦାକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତରେ ଏହି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଯଥେଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର ଭୁବନେଶ୍ୱର ଜନତା…
ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାହାରି ୧୦ଟା ୫୫…
ଏହି ଷ୍ଟକ୍ ବ୍ରୋକର୍ ନେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର, ଜାତୀୟ ରାଜନୀତିରେ ହଇଚଇ!
ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଡକାଷ୍ଟ ଜଗତରେ ପାଦ ଦେଇଛନ୍ତି। ମୋଦି ସମ୍ପ୍ରତି ଉଦ୍ୟୋଗୀ ନିଖିଲ କାମଥଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି। ଏହା ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲଙ୍କ ପୋଡକାଷ୍ଟ ସିରିଜ ‘ପିପୁଲ ବାଏ ଡବ୍ଲ୍ୟୁଟିଏଫ’ରେ ଖୁବଶୀଘ୍ର ସାମ୍ନାକୁ ଆସିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ…
୮ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର,୪।୧: ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଜାନୁଆରୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ୯ ତାରିଖ ଜନତା ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ।…
ଗୋଟିଏ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଖାର୍ଗେ, ରାହୁଲ: ନେଇଗଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୮ା୧୨: ଭାରତର ପରବର୍ତ୍ତୀ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆର୍ସି) ନିଯୁକ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ…
Archives


