Tag Archives: narendra modi

୭୪ ବର୍ଷ ବୟସରେ ବି ଫିଟ୍‌ ପ୍ରଧାନମନ୍ତ୍ରୀ ମୋଦି: ସକାଳୁ କରନ୍ତି ଏହି ଯୋଗ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍‌ରେ ପ୍ରତିଦିନ ଯୋଗ କରିବାକୁ ଲୋକଙ୍କୁ ଅପିଲ୍‌ କରିଥିଲେ। ଏକ ଯୋଗ ଶୃଙ୍ଖଳ ଏବଂ ରିଲ ତିଆରି କରିବା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ-କଲେଜ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ସମସ୍ତେ ଯୋଗର…

ପାକିସ୍ତାନକୁ ହାତରେ ନ ମାରି ଭାତରେ ମାରିବ ଭାରତ: FATFର ଗ୍ରେ ତାଲିକାରେ ସାମିଲ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ପରେ ଭାରତ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛି। ପାକିସ୍ତାନକୁ ଗ୍ରେ ତାଲିକାରେ ସାମିଲ କରିବା ପାଇଁ ଭାରତ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF) ସହିତ କଥାବାର୍ତ୍ତା କରିବ ବୋଲି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀରେ ଥରହର ପାକିସ୍ତାନ: ସାହାଯ୍ୟ ପାଇଁ କଲା ଗୁହାରି

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେର ମାଟିରୁ ଆତଙ୍କବାଦ ବିରୋଧରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଉପରେ ଏବେ ପାକିସ୍ତାନର ବୟାନ ସାମ୍ନାକୁ ଆସିଛି।…

ଆଖି ଦେଖାଇଲେ ତାଡ଼ି ଦେବୁ….ପାକିସ୍ତାନକୁ ଓ୍ବାର୍ନିଂ ଦେଲେ ଅନୁରାଗ

ନୂଆଦିଲ୍ଲୀ,୨୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ମାସ ପରେ ରାଜସ୍ଥାନର ବିକାନେର ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦକୁ ଦମନ କରିବା ପାଇଁ ଭାରତ ତାର ନୀତିରେ ପରିବର୍ତ୍ତନ କରିଛି।…

ଯେଉଁମାନେ ସିନ୍ଦୂର ପୋଛିଥିଲେ, ସେମାନଙ୍କୁ ୨୨ ମିନିଟରେ ମାଟିରେ ମିଶେଇଦେଲୁ: ଗର୍ଜିଲେ ମୋଦି

ବିକାନେର,୨୨।୫: ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଦଣ୍ଡ ଦେବା ପରେ, ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନରେ ତାଙ୍କର ପ୍ରଥମ ରାଲିରେ ପୁଣି ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ତିନୋଟି ଶକ୍ତିକୁ ମୁକ୍ତ ହାତ ଦେଇଛି। ଆମେ…

ଶଶି ଥରୁରଙ୍କୁ ଦାୟିତ୍ୱ ଦେଇ ବଡ଼ ଗେମ୍‌ ଖେଳିଦେଲେ ମୋଦି: ଏବେ ପାକିସ୍ତାନ ପାଇବ ପାନେ

ନୂଆଦିଲ୍ଲୀ,୧୭।୫: ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଅପରେଶନ ସିନ୍ଦୂର ପରେ, ଭାରତର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ଏହି ମାସ ଶେଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟକ୍ରମ…

କିଏ ଦେଇଥିଲେ Operation Sindoor ନାଁ: ରାଜନାଥ ସିଂ କଲେ ଖୁଲାସା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ପ୍ରତିରକ୍ଷା ବିଶେଷଜ୍ଞମାନେ ସ୍ବୀକାର କରିଛନ୍ତି, ଏହା ନିଜେ ଏକ ଭିନ୍ନ ପ୍ରକାରର ଅପରେଶନ ଥିଲା, ଯାହା ପଡ଼ୋଶୀ ଦେଶ ପାଇଁ ବିପର୍ଯ୍ୟୟକାରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ତଳେ ମୁଣ୍ଡ ନୁଆଁଇଛି ଦେଶର ସେନା: ଭାଜପା ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୬।୫: ମଧ୍ୟପ୍ରଦେଶରେ ଭାଜପା ମନ୍ତ୍ରୀ ବିଜୟ ଶାହଙ୍କ ବିବାଦୀୟ ବୟାନ ଥମି ନଥିଲା ବେଳେ ଆଉ ଏକ ବୟାନ ଚର୍ଚ୍ଚାକୁ ଆସିଛି। ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା ପୁଣି ଥରେ ନିଜ ବୟାନକୁ ନେଇ ବିବାଦରେ ପଡ଼ିଛନ୍ତି। ଜବଲପୁରରେ ଆୟୋଜିତ ନାଗରିକ…

ଯେସାକୁ ତେସା ନୀତି ଆପଣାଇଲେ ମୋଦି: ଆମେରିକାକୁ ଦେଲେ ପାନେ

ନୂଆଦିଲ୍ଳୀ,୧୩।୫: ଭାରତ ଶେଷରେ ଆମେରିକାର ଏକପାଖିଆ ଟାରିଫ୍‌ ବିରୋଧରେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଛି। ଆମେରିକା ଭାରତୀୟ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଭାରୀ ଟାରିଫ୍‌ ଲଗାଇଥିଲା, ଏବେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ଅଧୀନରେ ପ୍ରତିଶୋଧମୂଳକ ଟାରିଫ୍‌…

ଅସ୍ତ୍ରବିରତି ପରେ ରାଜନୀତି: ବିରୋଧୀ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୧୨ା୫:ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ପ୍ରତିଟି କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। କିନ୍ତୁ ରବିବାର ଅସ୍ତ୍ରବିରତିକୁ ୨୪ ଘଣ୍ଟା ନ ବିତୁଣୁ ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ଭୂମିକାକୁ ନେଇ…

ଯୁଦ୍ଧ ହେବା ନିଶ୍ଚିତ! ପାକିସ୍ତାନ ସଂସଦରେ ଗୃହୀତ ହେଲା ଏମିତି ପ୍ରସ୍ତାବ

ଇସଲାମାବାଦ୍‌,୬।୫: ଭାରତ ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ସାରା ବିଶ୍ୱରେ ଚିନ୍ତା ରହିଛି ଯେ ଏହି ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇପାରେ, କିନ୍ତୁ ଏପରି କିଛି ଘଟଣା ଘଟୁଛି ଯାହା ପରେ ‘ଯୁଦ୍ଧ’ ଆରମ୍ଭ ହେବା ନିଶ୍ଚିତ ହୋଇଯାଇଛି। ପାକିସ୍ତାନ ସଂସଦରେ…

ଆଜି କିଛି ଲୋକଙ୍କ ନିଦ ହଜିଯିବ: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେରଳର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ କଟାକ୍ଷ କରି ଆଜିର କାର୍ଯ୍ୟକ୍ରମ ଅନେକ ଲୋକଙ୍କ ନିଦ ହଜାଇବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ପିନାରାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri