Tag Archives: Nandankanan Zoo

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘ ଶାବକର ମୃତ୍ୟୁ

ଭୁବନେଶ୍ୱର,୨୪।୮: ନନ୍ଦନକାନନ ପ୍ରାଣୀଉଦ୍ୟାନ (ଏନଜେଡପି)ରେ ଏକ ଧଳା ବାଘ ଶାବକର ମୃତ୍ୟୁ ହୋଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ରବିବାର ସୂଚନା ଦେଇଛନ୍ତି। ଏହି ଶାବକ ଜୁନ ୭ ତାରିଖରେ ବାଘୁଣୀ ମୌସୁମୀ ଓ ବାଘ ରାଜେଶଙ୍କ ମିଳନରୁ ଜନ୍ମ ହୋଇଥିଲା। ରିପୋର୍ଟ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ବାଘ ସଂଖ୍ୟା: ଶାବକକୁ ଜନ୍ମ ଦେଲା ଅଙ୍କିତା

ଭୁବନେଶ୍ୱର, ୨୪।୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସୋମବାର ବାଘ ପରିବାରରେ ଏକ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛି। ସାଧାରଣ ରଙ୍ଗର ବାଘୁଣୀ ଅଙ୍କିତା ସକାଳେ ଏକ ଛୁଆକୁ ଜନ୍ମ ଦେଇଛନ୍ତି। ମା’ ଏବଂ ନବଜାତ ବାଘ ଉଭୟଙ୍କୁ ବର୍ତ୍ତମାନ ସିସିଟିଭି ନଜରରେ…

ଗର୍ଭ ଧାରଣ କଲା ଧଳା ବାଘୁଣୀ ମୌସୁମୀ, ନନ୍ଦନକାନନ ପାଇଁ ଆଶା ସଞ୍ଚାର

ଭୁବନେଶ୍ୱର,୩।୭: ନନ୍ଦନକାନନ ପାଇଁ ନୂଆ ଅଶାର ସଞ୍ଚାର ସୃଷ୍ଟି କରିଛି ଧଳା ବାଘୁଣୀ ମୌସୁମୀ। ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ମୌସୁମୀ ଗର୍ଭଧାରଣ ସହିତ ବାଘ ସଂରକ୍ଷଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ‘ନନ୍ଦନ’ର ଦେହାନ୍ତ

ଭୁବନେଶ୍ୱର,୧୧।୫: ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ‘ନନ୍ଦନ’ ନାମକ ଏକ ରୟାଲ ବେଙ୍ଗଲ ଟାଇଗରର ମୃତ୍ୟୁ ହୋଇଛି। ଏନେଇ ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ସୂଚନା ଦେଇଛନ୍ତି। ୧୭ ବର୍ଷ ବୟସ୍କ ନନ୍ଦନ ଗତ ତିନିମାସ ଧରି ଅସୁସ୍ଥ ହୋଇପଡିଥିଲା। ଅଣ୍ଟାରେ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା ପରେ ୧୪ ବର୍ଷୀୟ ସ୍ନେହା ଚିକିତ୍ସିତ ହେଉଥିଲେ। ତାକୁ ସାଲାଇନ୍ ଏବଂ ଔଷଧ ଦିଆଯାଇଥିଲା।…

ନନ୍ଦନକାନରେ ହେବ ପଶୁପକ୍ଷୀ ଅଦଳବଦଳ:  କିଛି ଆସିବେ, କିଛି ଯିବେ

ଭୁବନେଶ୍ବର,୧୨।୩: ନନ୍ଦନକାନନକୁ ନୂଆ ଅତିଥି ଆସିବେ । ପଶୁପକ୍ଷୀ ଅଦଳବଦଳ କରାଯିବ । ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ ବୋଲି ଜଣାପଡ଼ିଛି। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି। ୨ଟି ଗାଙ୍ଗେୟ…

ରାତିରେ ଖୋଲିବ ନନ୍ଦନକାନନ, ଜାଣନ୍ତୁ ସମୟସୀମା ଏବଂ କିପରି କରିବେ ଟିକେଟ ବୁକିଂ

ଭୁବନେଶ୍ୱର,୧୦।୩: ଏଣିକି ରାତିରେ ନାନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ।…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତାବାଘ, ଧଳା ସିଂହ

ଭୁବନେଶ୍ୱର,୨୭।୧୨ : ଓଡ଼ିଶା ପଶୁପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛନ୍ତି ଚିତାବାଘ। ଆସନ୍ତା ମାସ ଜାନୁୟାରୀରେ ଦୁବାଇ ଚିଡ଼ିଆଖାନାରୁ ଦୁଇ ଦେଶ ମଧ୍ୟରେ ପ୍ରାଣୀ ବଦଳ ପ୍ରକ୍ରିୟାରେ ଏହି ଚିତା ନନ୍ଦନକାନନ ଆସିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri