ଜାରକା ପୋଲିସ ବିଟ୍ ହାଉସ୍ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍ ହାଉସ୍ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ ବିଟ୍ ହାଉସର ଛାତରୁ ପାଣି ଗଳୁଥିବା ବେଳେ ପ୍ରବେଶ ପଥର ନାମଫଳକ ଭାଙ୍ଗି…