ନଦୀକୂଳରେ ପଡ଼ିଛି ଅଚିହ୍ନା ମହିଳାଙ୍କ ମୃତଦେହ, କେହି ଦୁର୍ବୃତ୍ତ ହତ୍ୟା କରି…
ତିହିଡ଼ି,୨୯ା୫(କାଳନ୍ଦୀ ବେହେରା/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମହିଳାଙ୍କ ମୁଣ୍ଡରେ ଆଘାତର ଚିହ୍ନ ଥିବାରୁ କେହି ଦୁର୍ବୁତ୍ତ ତାଙ୍କୁ ହତ୍ୟାକରି…
ସୀମା ଟପିଲା ନିର୍ଯାତନା, ମୋ’ ଝିଅକୁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣି ବାପା କହିଲେ ସାଂଘାତିକ କଥା…
କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସୀମା ଟପିଗଲା ଯୌତୁକ ନିର୍ଯାତନା। ୧ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ବାପଘର ଲୋକ ଅଭିଯୋଗ ଆଣି କହିଛନ୍ତି। ଏନେଇ ମୃତ ଝିଅଙ୍କ ବାପା କେସିଙ୍ଗା ଥାନାରେ ଗୁରୁବାର ଲିଖିତ…
ମହିଳାଙ୍କ ଗଳାକାଟି ହତ୍ୟାକଲେ ଦୁଇ ଯୁବକ, ଅଟକ ରଖି ପୋଲିସର ପଚରାଉଚରା
ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଭାପୁର ପଞ୍ଚାୟତରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ରାତିରେ ଜଣେ ବିଧବା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି । ହେଲେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସ୍ବର୍ଗତ ମିଟୁ ବେହେରାଙ୍କ ଧର୍ମପତ୍ନୀ…
ମହିଳାଙ୍କୁ ଗଣବଳାତ୍କାର ପରେ ବୀଭତ୍ସ ହତ୍ୟା: ଯୌନାଙ୍ଗରେ ଲୁହାରଡ୍ ପୂରାଇ ଗର୍ଭାଶୟ କାଢ଼ିଦେଲେ
ଭୋପାଳ୨୬ା୫: ଦିଲ୍ଲୀର ବୀଭତ୍ସ ନିର୍ଭୟା ମାମଲାର ପୁନରାବୃତ୍ତି ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଦେଖିବାକୁ ମିଳିଛି। ରୋଶନି ଚୌକି ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ବଳାତ୍କାରୀମାନେ ତାଙ୍କ ଯୌନାଙ୍ଗରେ ଲୁହାରଡ୍ ପୂରାଇ ଗର୍ଭାଶୟକୁ ବାହାର କରିଦେଇଥିଲେ। ଶୁକ୍ରବାର…
Archives


