Tag Archives: Mumbai

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ହେବେ। ମୁମ୍ବାଇ ମେୟର ନିର୍ବାଚନ ପାଇଁ ଭାଜପା କାଉନସିଲର…

ମୁମ୍ବାଇ ବିମାନବନ୍ଦରରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ବିମାନ ଧକ୍କା, ଦୁର୍ଘଟଣା ପରେ ଯାତ୍ରୀ…

ମୁମ୍ବାଇ,୩।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ରନୱେରେ ଟାକ୍ସି କରୁଥିବା ସମୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋର ଦୁଇଟି ବିମାନର ଡେଣା ପରସ୍ପର ସହ ଧକ୍କା ହୋଇଛି। ତେବେ…

Dubai Drugs Party: ଦାଉଦଙ୍କ ଭଣଜା ଆୟୋଜନ କରିଥିଲେ ପାର୍ଟି ମୁମ୍ବାଇରୁ ପଠାଯାଉଥିଲା ଡ୍ରଗ୍ସ, ଏବେ ରାଡାରରେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୨୮।୧୧: ଦୁବାଇରେ ଡି-ଗ୍ୟାଙ୍ଗ ଦ୍ୱାରା ଆୟୋଜିତ ହାଇ-ପ୍ରୋଫାଇଲ ଡ୍ରଗ୍ସ ପାର୍ଟିଗୁଡ଼ିକର ମୁମ୍ବାଇ ପୋଲିସର ନାର୍କୋଟିକ୍ସ ସେଲ (ANC) ଦ୍ୱାରା କରାଯାଇଥିବା ତଦନ୍ତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ ଏହି ପାର୍ଟିଗୁଡ଼ିକରେ ବ୍ୟବହୃତ ଡ୍ରଗ୍ସ ମୁମ୍ବାଇରୁ ପଠାଯାଉଥିଲା,…

ଓଡ଼ିଶାରେ ଟି-୨୦ ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିବ ବଡ ଦାୟିତ୍ୱ

ମୁମ୍ବାଇ,୨୧।୧୧: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଗାମୀ ୨୦୨୫-୨୬ ସୟଦ ମୁସ୍ତାକ ଅଲି ଟ୍ରଫି (SMAT) ରେ ମୁମ୍ବାଇ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍…

ଷ୍ଟୁଡିଓରେ ପିଲାମାନଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟ କିଏ? ସାମ୍ନାକୁ ଆସିଲା ଭିଡ଼ିଓ

ମୁମ୍ବାଇ,୩୦।୧୦: ମୁମ୍ବାଇରେ ଜଣେ ବ୍ୟକ୍ତି ଏକ ଅଭିନୟ ଷ୍ଟୁଡିଓରେ କେତେଜଣ ପିଲାଙ୍କୁ ବନ୍ଧକ ରଖିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମାଆବାପା ଝରକା ଦେଇ ଚାହିଁବା ମାତ୍ରେ କିଛି ଭୁଲ ହୋଇଥିବା ଲକ୍ଷ୍ୟ କରିଥିଲେ। ସେମାନେ ପୋଲିସକୁ ସୂଚନା ଦେଇଥିଲେ, ଏବଂ ପୋଲିସ…

୧୮୧ ଆଉଟ୍‌ ହେବାରୁ ବୋଲର୍‌ଙ୍କୁ ବ୍ୟାଟ୍‌ ଧରି ମାରିବାକୁ ଗୋଡ଼ାଇଲେ ପୃ୍‌ଥ୍ବୀ ଶ’: ଲାଇଭ୍‌ ମ୍ୟାଚ୍‌ରେ ମାର୍‌ପିଟ୍‌ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୮।୧୦: ପୃ୍‌ଥ୍ବୀ ଶ’ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ବିଜୟୀ କରାଇବା ପରେ, ସେ ସିନିୟର ଭାରତୀୟ ଦଳରେ ନିଜର ସ୍ଥାନ ଦୃଢ଼ କରିଥିଲେ। ୨୦୧୮ରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ତଥାପି,…

ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁରୁରେ iPhone 17 କିଣିବାକୁ ରାତି ଅଧରୁ ଲାଇନ୍

ମୁମ୍ବାଇ,୧୯।୯: ଆପଲ୍‌ର iPhone 17 ସିରିଜ୍ ଶୁକ୍ରବାର ଭାରତରେ ବିକ୍ରି ଆରମ୍ଭ ହେବା ସହ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗଲୁରୁର ଆପଲ୍ ଷ୍ଟୋରରେ ରାତି ଅଧରୁ ଶହ ଶହ କ୍ରେତା ଲାଇନରେ ଠିଆ ହୋଇଛନ୍ତି। ଦିଲ୍ଲୀର ସାକେତ୍‌ ସିଟିୱାକ୍ ମାଲ୍‌ ଓ…

ମୁମ୍ବାଇ ଆପଲ୍ ଷ୍ଟୋରରେ iPhone 17 କିଣିବାକୁ ମାରପିଟ୍, ଭିଡିଓ ଭାଇରାଲ

ମୁମ୍ବାଇ,୧୯।୯: iPhone 17 ସିରିଜ୍ ଶୁକ୍ରବାର ବିକ୍ରି ଆରମ୍ଭ ହେବା ସହ ମୁମ୍ବାଇର ବଣ୍ଡା-କୁର୍ଲା କମ୍ପ୍ଲେକ୍ସ୍‌ (BKC) ସ୍ଥିତ ଆପଲ୍ ଷ୍ଟୋର ବାହାରେ କ୍ରେତାମାନଙ୍କ ମଧ୍ୟରେ ଝଗଡ଼ା ହୋଇଛି। ଏକ ଭିଡିଓରେ ଦେଖାଯାଇଛି, ଗ୍ଲାସ୍‌-ଫ୍ରଣ୍ଟେଡ୍ ଷ୍ଟୋର ବାହାରେ କିଛି ଲୋକ ମାରପିଟ୍…

ଝିଅଙ୍କ ପ୍ରେମିକଙ୍କୁ ଭଲପାଇ ବସିଲେ ମହିଳା, ଫେରାର ହୋଇଯିବାକୁ କରିଥିଲେ ବଡ଼ ପ୍ଲାନ; ହେଲେ…

ମୁମ୍ବାଇ,୧୧।୯: ହସଖୁସିରେ ଜୀବନ ଚାଲିଥିଲା। ହେଲେ ଝିଅଙ୍କ ପ୍ରେମିକଙ୍କୁ ହୃଦୟ ଦେଇ ବସିଲେ ମହିଳା। ଏହାପରେ ଫେରାର ହୋଇଯିବାକୁ ଯୋଜନା ବି କଲେ। ହେଲେ ଆଉ କିଛି ଘଟିଗଲା। ସହରର ଗୋରେଗାଁ ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି।…

ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ବାଇ, ୧୯ା୮: ଭୀଷଣ ବର୍ଷା ଯୋଗୁ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ସହରର ଅନେକ ସ୍ଥାନ ବର୍ଷାପାଣିରେ ଜଳମଗ୍ନ ହୋଇଯାଇଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିହନ୍‌ ମୁମ୍ବାଇ ମ୍ୟୁନିଶପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ସୋମବାର ସହରର…

ଘର ଟାଇଲ୍ସ ତଳେ ସ୍ୱାମୀଙ୍କୁ ସମାଧି ଦେଲା ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଥିଲା ହତ୍ୟାକାଣ୍ଡ

ନୂଆଦିଲ୍ଲୀ,୨୧।୭: ବଲିଉଡର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଦୃଶ୍ୟମ’ର ଏକ ଦୃଶ୍ୟକୁ ମନେ ପକାଉଥିବା ଏକ ଚାଞ୍ଚଲ୍ୟକର ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ଶବକୁ…

ମଝି ଆକାଶରେ ବନ୍ଦ ହୋଇଗଲା ଇଣ୍ଡିଗୋ ବିମାନ ଇଞ୍ଜିନ, ମୁମ୍ବାଇରେ…

ମୁମ୍ବାଇ,୧୬।୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ୍‌ ନମ୍ବର 6E 6271) ବୁଧବାର ରାତିରେ ଏକ ଇଞ୍ଜିନ୍‌ରେ ତ୍ରୁଟି ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ରିପୋର୍ଟ ଅନୁଯାୟୀ, ବିମାନଟି ରାତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri