Tag Archives: ms dhoni

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ ସମସ୍ୟା ଯୋଗୁ ଅଧିନାୟକ ଋତୁରାଜ ଗାଏକଓ୍ବାଡ ପୁରା ସିଜନ୍‌ରୁ ବାଦ୍‌ ପଡ଼ିଛନ୍ତି। ଏମିତିରେ ତାଙ୍କ…

ଟେନଶନରେ ମାହି, CSK ଜିତିଲା ପରେ ଆଣିଲେ ସାଂଘାତିକ ଅଭିଯୋଗ!

ଲକ୍ଷ୍ନୌ,୧୫।୪: ୧୪ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପାଞ୍ଚ ୱିକେଟରେ ପରାସ୍ତ କରିଛି। କ୍ରମାଗତ ପାଞ୍ଚ ଥର ପରାଜୟ ପରେ ସିଏସକେ ଏହି ବିଜୟ ହାସଲ କରିଛି। ଏହି ବିଜୟରେ ଅଧିନାୟକ ମହେନ୍ଦ୍ର ସିଂହ…

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ୧୬୭ ରନର ଟାର୍ଗେଟକୁ ପିଛା କରି ସିଏସକେ ୧୯.୩ ଓଭରରେ ବିଜୟୀ ହୋଇଥିଲା।…

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ ରାଇଡର୍ସଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ଏହି ସିଜନରେ ଏହା ସିଏସକେର ଲଗାତାର ପଞ୍ଚମ…

ପୁଣିଥରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ହେବା ପରେ ଧୋନୀଙ୍କ ପ୍ରଥମ ପ୍ରତିକ୍ରିୟା

ଚେନ୍ନାଇ,୧୧ା୪: ଏମଏସ. ଧୋନୀ ପୁଣି ଥରେ IPL ରେ ଚେନ୍ନାଇ ସୁପର କିଙ୍ଗସ(CSK)ର ନେତୃତ୍ୱ ନେବେ। ଯେତେବେଳେ CSK ଶୁକ୍ରବାର ଚେନ୍ନାଇରେ 2025 IPL ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆକ୍ସନ କରିବାକୁ ଓହ୍ଲାଇବ। ଏଠାରେ ସମସ୍ତଙ୍କ ନଜର ସବୁଠାରୁ…

IPL ମଝିରେ ଧୋନୀଙ୍କୁ ପୁଣି ଅଧିନାୟକ କଲା CSK: ଗାୟକ୍ୱାଡ ସିଜିନ୍‌ରୁ ବିଦା

ଚେନ୍ନାଇ,୧୦।୪: IPL 2025 ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଋତୁରାଜ ଗାୟକ୍ୱାଡ ଆହତ ହୋଇଛନ୍ତି। ଗାୟକ୍ୱାଡ ଆଘାତ ଏତେ ଗମ୍ଭୀର ଯେ, ସେ ଏହି ସିଜିନରେ ଖେଳିପାରିବେ ନାହିଁ। ଗାୟକ୍ୱାଡଙ୍କ କହୁଣୀରେ ଆଘାତ…

ଅବସର ସମ୍ପର୍କରେ ମୁହଁ ଖୋଲିଲେ ଏମଏସ ଧୋନୀ; କହିଲେ କିଏ ନେବ ଏହି ନିଷ୍ପତ୍ତି

ମୁମ୍ବାଇ,୬ା୪: ଭାରତୀୟ ଦଳର ଲିଜେଣ୍ଡ ବ୍ୟାଟର ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଅବସର ସମ୍ପର୍କରେ ଚାଲିଥିବା ଗୁଜବ ଉପରେ ନିଜର ମୁହଁ ଖୋଲିଛନ୍ତି। ନିକଟରେ ଏକ ପଡକାଷ୍ଟରେ ଯୋଗଦେଇ ଧୋନୀ ଏହି ବିଷୟରେ ନିଜର ନିଷ୍ପତ୍ତି ଉପରେ ଖୋଲି ଆଲୋଚନା କରିଥିଲେ।…

ଧୋନୀଙ୍କ ବିଷୟରେ ଏମିତି କଥା କେବେ ବି ଶୁଣି ନ ଥିବେ, ମାନନ୍ତୁ କି ନ ମାନନ୍ତୁ ସତ ଜାଣିଲେ…

ନୂଆଦିଲ୍ଲୀ,୬।୪: ଯିଏ ଅସମ୍ଭବକୁ ସମ୍ଭବ କରନ୍ତି, ତାଙ୍କ ନାମ ଧୋନି। ଦଳର ସଫଳ ରନ ଚେଜରେ ତାଙ୍କର ଅବଦାନ ତାଙ୍କ ସଫଳତାର କାହାଣୀ ବଖାଣିଥିଲା। କିନ୍ତୁ, ଏବେ ସେପରି ନୁହେଁ। ଏପର୍ଯ୍ୟନ୍ତ IPLର ଶେଷ ଦୁଇଟି ସିଜିନର ବାସ୍ତବତା ଅନ୍ୟ କିଛି,…

ଧୋନୀଙ୍କ ଅବସର ଚର୍ଚ୍ଚା ଭିତରେ CSK coachଙ୍କର ବଡ଼ ବୟାନ, ସମସ୍ତେ କାବା

ଚେନ୍ନାଇ,୬।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚ ପରେ ଏମଏସ ଧୋନୀଙ୍କ ଅବସର ନେଇ ଗୁଜବ ଜୋର ଧରିଛିା। ଏହି ମ୍ୟାଚରେ ସିଏସକେ ୨୫ ରନରେ ହାରି ଯାଇଛି…

ଅଧିନାୟକ ହେବା ପରେ IPLରୁ ସନ୍ନ୍ୟାସ ନେବେ ଏମ୍‌ଏସ୍‌ ଧୋନୀ! ଚେନ୍ନାଇରେ ନେବେ ଅବସର…

ନୂଆଦିଲ୍ଲୀ,୪।୪: IPL ୨୦୨୫ରେ ଶନିବାର ୫ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗ୍ସ ସେମାନଙ୍କର ହୋମ ଗ୍ରାଉଣ୍ଡ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ। ଲଗାତାର ଦୁଇଟି ମ୍ୟାଚ୍‌ ହାରିଥିବା ଚେନ୍ନାଇ ଦଳ ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରିବାକୁ…

ପୁଣି ଅଧିନାୟକ ହେବେ ଏମ୍‌ ଏସ୍‌ ଧୋନୀ, IPL ୨୦୨୫ ମଝିରେ CSKର ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୪।୪: ପାଞ୍ଚ ଥରର ଆଇପିଏଲ୍‌ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ ସିଜନରେ ଖରାପ ପ୍ରଦର୍ଶନ କରି ଆସୁଛି। ଋତୁରାଜ ଗାୟକଓ୍ବାଡ୍‌ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପ୍ରଥମ ୩ ମ୍ୟାଚ୍‌ରୁ ୨ରେ ପରାଜୟର ସମ୍ମୁଖୀନ ହୋଇଛି। ଏମିତିରେ ଆଗାମୀ ମ୍ୟାଚ୍‌ଗୁଡ଼ିକ ଜିତିବା…

Video: ହାରିବା ସତ୍ତ୍ୱେ ହୃଦୟ ଜିତିଲେ ଧୋନୀ: ପଡ଼ିଆରେ କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ଚେନ୍ନାଇ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ କରିଥିଲା। ଏହି ପରାଜୟ ସତ୍ତ୍ୱେ ଧୋନୀ ପଡିଆରେ ହୃଦୟ ଜିତିଥିଲେ। ରାଜସ୍ଥାନ ରୟାଲ୍ସ ଦଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri