ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଦିନରେ ସର୍ବାଧିକ ରନ୍: ଟପ-୧୦ରେ ୨ ଭାରତୀୟ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୦।୧୧: ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରିବାର ବିଶ୍ୱ ରେକର୍ଡ ଆଜି ବି କିମ୍ବଦନ୍ତୀ ବ୍ୟାଟର୍ ସାର୍ ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ସେ ଗୋଟିଏ ଦିନରେ ୩୦୯…

