ଶ୍ରାବଣ ମାସରେ ଭୁଲ୍ରେ ବି ଖାଆନ୍ତୁ ନାହିଁ ଏହି ୪ ଜିନିଷ, ବିଗିଡ଼ି ଯାଇପାରେ ସ୍ବାସ୍ଥ୍ୟ, ହୋଇପାରେ… ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଛି। ଏହି ମାସର ଆଧ୍ୟାତ୍ମିକ ଏବଂ ଧାର୍ମିକ ମହତ୍ତ୍ୱ ଅଛି, ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଆମର ମେଟାବୋଲିଜିମ ଧୀର ରହିଥାଏ। ତେଣୁ କିଛି ଖାଦ୍ୟ ପଦାର୍ଥ...