ପୁରୁଷୋତ୍ତମପୁରରେ ବନ୍ୟା କ୍ଷୟକ୍ଷତି ପରଖିଲେ ମୁଖ୍ୟମନ୍ତ୍ରୀ, ଋଣ ଛାଡ଼ ପାଇଁ ଚାଷୀଙ୍କ ନିବେଦନ
ପୁରୁଷୋତ୍ତମପୁର,୨୩ା୧୧(ସବିତା ମିଶ୍ର): ବନ୍ୟାରେ ଉଜୁଡ଼ିଛି ସୁନାର ଫସଲ, ଜଳମଗ୍ନ ହୋଇଛି ହଜାର ହଜାର ଏକର ଚାଷଜମି । ଋଣ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ । ଏଭଳି ଦୁର୍ଦ୍ଦିନରେ ଚାଷୀଙ୍କ ଦୁଃଖ ଓ ଦୁର୍ଦ୍ଦଶା ବୁଝିବାକୁ ଗଞ୍ଜାମ…

