Tag Archives: Mohammed Siraj

କୁଲଦୀପଙ୍କୁ ନେଇ ଆସିଲା ନିରାଶାଜନକ ଖବର, ଆଡିଲେଡ୍‌ରେ ଏ କ’ଣ ହେଲା?

ନୂଆଦିଲ୍ଲୀ,୨୧।୧୦: ଭାରତ ପର୍ଥ ଦିନିକିଆରେ ପରାଜିତ ହେବାପରେ କୁଲଦୀପ ଯାଦବଙ୍କୁ କାହିଁକି ପ୍ଲେଇଂ ଇଲେଭେନରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଟିମ ଇଣ୍ଡିଆ ଜଣେ ବିଶେଷଜ୍ଞ ବୋଲରଙ୍କ ବଦଳରେ ତିନି ଜଣ ଅଲରାଉଣ୍ଡରଙ୍କୁ ଖେଳାଇଥିଲା। ଏବେ କୁଲଦୀପ...

ସିରାଜଙ୍କୁ ଟିମ୍‌ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା 

ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ...

ସମସ୍ତେ ଆଶ୍ଚର୍ଯ୍ୟ, ମହମ୍ମଦ ସିରାଜଙ୍କୁ ରାକ୍ଷୀ ବାନ୍ଧିଲେ ଜନାଇ, ୟୁଜର୍ସ କହିଲେ ସାରା ବି ଶୁବମନ ଗିଲଙ୍କୁ…

ନୂଆଦିଲ୍ଲୀ,୧୦।୮: ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କ ନାତୁଣୀ ଜନାଇ ଭୋଁସଲେ ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମଧ୍ୟରେ ଡେଟିଂକୁ ନେଇ ଗୁଜବ ଉଠିଥିଲା। ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ, ପ୍ରେମ ସମ୍ପର୍କର...

ବ୍ରେକ୍‌ଅପ୍‌ ଭଳି ଯନ୍ତ୍ରଣା…ଦଳକୁ ବିଜୟ କଲାପରେ ବି କାହିଁକି ଏମିତି କହିଲେ ସିରାଜ

ଓଭାଲ,୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଏବଂ ଶେଷ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ଭାବରେ ଶେଷ ହୋଇଛି। ମହମ୍ମଦ ସିରାଜ ଶେଷ ଉଇକେଟ ନେଇ ଟିମ ଇଣ୍ଡିଆକୁ ୬ ରନରେ ବିଜୟୀ କରାଇଥିଲେ। ଏହି ବିଜୟ...

ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଭାଇରାଲ

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏକ ରୋମାଞ୍ଚକର ୬ ରନ୍‌ରେ ବିଜୟ ହାସଲ କରି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ବରାବର କରିଛି। ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ପରାଜୟର...

ପଞ୍ଚମ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ: ସିରାଜଙ୍କୁ ୫ ଉଇକେଟ

ଓଭାଲ,୪।୮: ଲଣ୍ଡନର କେନିଂଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ମହମ୍ମଦ ସିରାଜଙ୍କ ଅସାଧାରଣ ବୋଲିଂ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହାୟତାରେ ଭାରତ...

୩୪ ବର୍ଷ ପରେ କ୍ରିକେଟ୍‌ରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ଓଭାଲ,୨।୮: ଓଭାଲ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ସେ ମହାନ ବୋଲର କପିଲ ଦେବଙ୍କ ରେକର୍ଡ ଭାଗିଛନ୍ତି। ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ବୋଲିଂରେ ପ୍ରାଧାନ୍ୟ ବିସ୍ତାର...

ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ଖେଳିବେ ଜସପ୍ରୀତ ବୁମରା, ନିଶ୍ଚିତ କଲେ ମହମ୍ମଦ ସିରାଜ

ମାଞ୍ଚେଷ୍ଟର, ୨୧।୭: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ନିଶ୍ଚିତ କରିଛନ୍ତି ଯେ ତାରକା ପେସର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷ ଆଗାମୀ ମାଞ୍ଚେଷ୍ଟର ଟେଷ୍ଟରେ ଖେଳିବେ। ଚାରି ମ୍ୟାଚ ବିଶିଷ୍ଟ ଏହି ସିରିଜର ଚତୁର୍ଥ ମ୍ୟାଚରେ ବୁମରାଙ୍କ ଅଂଶଗ୍ରହଣ...

କୋହଲି ଉତ୍‌ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର

ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବିଜୟ ଉପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ...

ବିରାଟ କୋହଲିଙ୍କଠାରୁ ପ୍ରଶଂସା ଶୁଣି ଇମୋଶନାଲ ହେଲେ ସିରାଜ, ସୋସିଆଲ ମିଡ଼ିଆରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶେଷ ହୋଇଛି। ଯେଉଁଠାରେ ଟିମ ଇଣ୍ଡିଆ ଆୟୋଜକ ଦଳକୁ ୩୩୬ ରନରେ ପରାସ୍ତ କରିଥିଲା। ଏଜବାଷ୍ଟନରେ ଏହା ଭାରତୀୟ ଦଳର ପ୍ରଥମ ଟେଷ୍ଟ ବିଜୟ। କେତେଜଣ ଖେଳାଳିଙ୍କ ପ୍ରଦର୍ଶନ ବହୁତ...

ପୁଣି କ୍ୟାଚ ଛାଡ଼ିଲେ ଯଶସ୍ୱୀ ଜୟସୱାଲ, ରାଗରେ ନିଆଁବାଣ ହେଲେ ମହମ୍ମଦ ସିରାଜ; ଗୌତମ ଗମ୍ଭୀରଙ୍କ ମୁହଁରେ ଅସନ୍ତୋଷ

ନୂଆଦିଲ୍ଲୀ,୨୪।୬: ଲିଡ୍ସର ହେଡିଙ୍ଗଲେ ଟେଷ୍ଟରେ ଭାରତୀୟ ଦଳର ଫିଲ୍ଡିଂ ବିଫଳତା ସାମ୍ନାକୁ ଆସିଛି। ଭାରତୀୟ ଓପନର ଯଶସ୍ୱୀ ଜୟସୱାଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚତୁର୍ଥ କ୍ୟାଚ ଛାଡ଼ି ଏକ ଅବାଞ୍ଛିତ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଘଟଣାରେ ବୋଲର...

ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା

କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍‌ ମ୍ୟାଚ ଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri