ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍ସ୍ପଟ୍
ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍ସ୍ପଟ୍ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ ଭୂମିର ବ୍ୟାପକ ପରିବର୍ତ୍ତନ ଏହି ଅଞ୍ଚଳର ପରିବେଶୀୟ ସନ୍ତୁଳନକୁ ପ୍ରଭାବିତ କରୁଛି। ଅନ୍ୟପଟେ…

