Tag Archives: Mexico

ଡ୍ରଗ୍ସ ମାଫିଙ୍କ ମୃତ୍ୟୁ ପରେ ମେକ୍ସିକୋରେ ବଢୁଛି ହିଂସା, ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ମୋଷ୍ଟ ଓ୍ବାଣ୍ଟେଡ ଡ୍ରଗ୍ସ ଚାଲାଣକାରୀ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏକ ସାମରିକ ଅଭିଯାନରେ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋ ରାଜ୍ୟରେ ଅଧିକାଂଶ ସ୍ଥାନରେ ହିଂସା ଦେଖାଦେଇଛି।…

ପରବର୍ତ୍ତୀ ଟାର୍ଗେଟ କ୍ୟୁବା, ମେକ୍ସିକୋ, କଲମ୍ବିଆ: ଟ୍ରମ୍ପ୍‌

ଓ୍ବାଶିଂଟନ,୫ା୧: ଆମେରିକା ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ସ୍ତ୍ରୀ ସିଲିଆ ଫ୍ଲୋରେସ୍‌ଙ୍କୁ ନାର୍କୋ ଟେରରିଜମ୍‌ ଅଭିଯୋଗର ବିଚାର ପାଇଁ ନିଜ ଦେଶକୁ ନେଇଯାଇଛି। ମାଦୁରୋଙ୍କୁ କ୍ଷମତାଚ୍ୟୁତ କରାଯାଇଥିବା ଆମେରିକା ଦାବି କରିଛି। ଏବେ ଭେନେଜୁଏଲାକୁ…

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାର କହିଛନ୍ତି ଯେ ଭାରତୀୟ ରପ୍ତାନିକାରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ‘ପ୍ରୟୋଜନୀୟ ନିଷ୍ପତ୍ତି’ ନେବାର…

ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫ ଭୋଟ ପଡ଼ିଥିବାବେଳେ ୩୫ ଜଣ ସିନେଟର ମତଦାନରୁ ବିରତ ରହିଥିଲେ। ଉକ୍ତ ବିଲ୍‌ ଅନୁଯାୟୀ…

ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା

ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍‌ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍‌ ଜି ଆନ୍ଦୋଳନ ଜୋର୍‌ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ,…

ଏହି ରାଜ୍ୟର ଲୋକମାନେ ପାଣି ଅପେକ୍ଷା ଅଧିକ କୋକାକୋଲା ପିଉଛନ୍ତି; ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୨ା୮: ମେକ୍ସିକୋର ଏକ ସହରରେ, କୋକାକୋଲା ବ୍ୟବହାର ପିଇବା ପାଣି ତୁଳନାରେ ଅଧିକ ଅଟେ। ଗାର୍ଡିଆନ ରିପୋର୍ଟ ଅନୁଯାୟୀ, ମୁଣ୍ଡପିଛା କୋକ୍ ବ୍ୟବହାରରେ ମେକ୍ସିକୋ ବିଶ୍ୱକୁ ଆଗେଇ ନେଇଛି। ରିପୋର୍ଟରୁ ଜଣାପଡେ ଯେ ଲସ୍ ଆଲ୍ଟୋସ୍, ଚିଆପାସ୍ ର ଆଦିବାସୀ ସମ୍ପ୍ରଦାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri