Tag Archives: meta

ମେଟାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଫେସବୁକ୍‌-ଇନ୍‌ଷ୍ଟାଗ୍ରାମରେ କଣ୍ଟେଣ୍ଟ…

ନୂଆଦିଲ୍ଲୀ,୨୦।୧୦: ସୋସିଆଲ ମିଡିଆରେ ଭ୍ରମାତ୍ମକ ତଥ୍ୟ ଓ ହିଂସା ସୃଷ୍ଟି କରିପାରୁଥିବା କଣ୍ଟେଣ୍ଟର ପ୍ରସାରକୁ ନେଇ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମର ମାଲିକାନା କମ୍ପାନି ମେଟାକୁ ନିଜର ରିକମେଣ୍ଡେସନ୍‌ ସିଷ୍ଟମ୍‌ ଓ କଣ୍ଟେଣ୍ଟ ରାଙ୍କିଂ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ ପ୍ରସ୍ତୁତ ହେଉଛନ୍ତି। ପିଲାମାନଙ୍କ ସହିତ ଜଡିତ ଆପତ୍ତିଜନକ ବିଷୟବସ୍ତୁର ତୁରନ୍ତ ଚିହ୍ନଟ ଏବଂ…

ମେଟାର ବଡ଼ ନିଷ୍ପତ୍ତି : ରାତି ୧୨ଟାରୁ ସକାଳ ୬ଟା ଯାଏ ଆଉ ଚାଲିବନି ଇନଷ୍ଟା-ଫେସବୁକ୍‌

ନୂଆଦିଲ୍ଲୀ,୨୭।୮: ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାରେ ଚାଲିଥିବା ଏକ ବଡ଼ ଆଇନଗତ ମାମଲାକୁ ଶେଷ କରିବା ପାଇଁ କମ୍ପାନୀ ପ୍ରାୟ…

କେଜରିୱାଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ! ଏଏପି ମୁଖ୍ୟ କହିଛନ୍ତି – ‘ମେଟା ମୋଦି ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବା ଉଚିତ ନୁହେଁ’

ନୂଆଦିଲ୍ଲୀ,୬।୮: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ କରାଯାଇଛି। କେଜ୍ରିୱାଲ ଦାବି କରିଛନ୍ତି ଯେ ସେ…

୮,୦୦୦ କର୍ମଚାରୀଙ୍କୁ ଛଟେଇ କଲା ମେଟା: AI ଉପରେ ଫୋକସ, ରେକର୍ଡ ଖର୍ଚ୍ଚ ଉପରେ ଧ୍ୟାନ ମଧ୍ୟରେ ମାର୍କ ଜୁକରବର୍ଗଙ୍କ କଠିନ ପଦକ୍ଷେପ

ଓ୍ବାଶିଂଟନ,୧୨।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଯୋଗୁ ବିଶ୍ୱବ୍ୟାପୀ ଭୂରାଜନୈତିକ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ, ବିଶ୍ୱବ୍ୟାପୀ ଟେକ୍ନୋଲୋଜି କ୍ଷେତ୍ରରେ AI ଦ୍ୱାରା ପରିଚାଳିତ ଚାକିରି ହରାଇବାର ଏକ ଲହରୀ ଆରମ୍ଭ ହୋଇସାରିଛି। Facebookର ମୂଳ କମ୍ପାନୀ Meta, ମେ ୨୦ରେ…

ଭାରତ ଛାଡିଦିଅ…WhatsApp ଏବଂ Metaକୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ,୩।୨: ସୁପ୍ରିମକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡ଼ା ଭର୍ତ୍ସନା କରିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍‌ର ୨୦୨୧ ଗୋପନୀୟତା ନୀତି ଉପରେ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର…

ବନ୍ଦ ହୋଇଯିବ Messenger App, ଏହି ତାରିଖ ପରେ କରିପାରିବେ ନାହିଁ ବ୍ୟବହାର 

ନୂଆଦିଲ୍ଲୀ,୧୭।୧୦: ଯଦି ଆପଣ ମେଟା କମ୍ପାନୀର ମେସେଞ୍ଜର ଆପ ବ୍ୟବହାର କରୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବିଶେଷ। କମ୍ପାନୀ ନିକଟରେ ଘୋଷଣା କରିଛି ଯେ ମେସେଞ୍ଜର ଆପ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଉପଭୋକ୍ତାମାନଙ୍କୁ ସତର୍କ କରିବା…

ଆମେରିକା ଛାଡ଼ ନାହିଁ, ଭିଜାକୁ ନେଇ ପରାମର୍ଶ ଜାରି କଲା ମେଟା

ଓ୍ବାଶିଂଟନ,୨୦ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କଡ଼ା ନୂଆ ପ୍ରବାସ ନିୟମ ଲାଗୁ କରାଯିବା ପରେ ମେଟା ଏବଂ ମାଇକ୍ରୋସଫ୍ଟ ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କର H-1B ଭିଜାଧାରୀ କର୍ମଚାରୀମାନଙ୍କୁ ଆମେରିକା ନ ଛାଡିବାକୁ ପରାମର୍ଶ ଦେଇଛନ୍ତି। କମ୍ପାନୀଗୁଡ଼ିକ…

୨୩,୦୦୦ ଫେସବୁକ ଆକାଉଣ୍ଟକୁ ହଠାତ ହଟାଇଦେଲା Meta, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୮।୫: ନିବେଶ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲୋକଙ୍କୁ ଠକୁଥିବା ଲୋକଙ୍କ ବିରୁଦ୍ଧରେ ମେଟା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ କହିଛି ଯେ ଏହା ଭାରତ ଏବଂ ବ୍ରାଜିଲର ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିବା ୨୩,୦୦୦ ରୁ ଅଧିକ…

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ ଆସିଛି। ଏହି ମାମଲା ୨୦୨୦ ମସିହାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ…

ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍‌ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି।…

ଆତ୍ମହତ୍ୟା କରିବାକୁ ଯାଉଥିଲେ ଯୁବକ, Metaର ଆଲର୍ଟ ଯୋଗୁ ବଞ୍ଚିଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଲକ୍ଷେ୍‌ନ,୧୯।୨: ଉତ୍ତର ପ୍ରଦେଶର ଶାହଜାହାନପୁରରେ ମେଟାର ସତର୍କତା ଏବଂ ପୋଲିସର ତତ୍ପରତା ଯୋଗୁ ଜଣେ ଯୁବକଙ୍କ ଜୀବନ ରକ୍ଷା ପାଇଯାଇଛି। ପ୍ରକୃତରେ, ଘର ବଣ୍ଟନକୁ ନେଇ ବିବାଦ ଯୋଗୁ ଜଣେ ଯୁବକ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?