ଭାରତ-ପାକିସ୍ତାନ ଖେଳାଳିମାନେ ପରସ୍ପର ସହ ‘ହ୍ୟାଣ୍ଡ ସେକ୍’ନ କରିବା ପରେ ବି କାହିଁକି ଚୁପ ରହେ MCC? ସାମ୍ନାକୁ ଆସିଛି ଏହାର ମୁଖ୍ୟ କାରଣ
ନୂଆଦିଲ୍ଲୀ,୨୩।୧୧: ଗତ ପ୍ରାୟ ଏକ ବର୍ଷ ହେବ, ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ସାମ୍ନା କରିଛନ୍ତି, ସେତେବେଳେ ଉଭୟ ପକ୍ଷର ଖେଳାଳିମାନେ ପରସ୍ପର ସହ ହାତ ମିଳାଇବାରୁ ନିବୃତ୍ତ ରହିଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ…

