ପରସ୍ପରକୁ ବିବାହ କଲେ ଭାଇଭଉଣୀ, କାରଣ ଜାଣିବା ପରେ SDMଙ୍କୁ ଅଭିଯୋଗ କଲେ ପଡ଼ୋଶୀ ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶର ହାଥରସ୍ ଜିଲାରୁ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଇଭଉଣୀ ସାମୂହିକ ବିବାହ ଯୋଜନା ଅଧିନରେ ପରସ୍ପରକୁ ବିବାହ କରିନେଇଛନ୍ତି। ଅବିଶ୍ୱସନୀୟ ହେଲେ ମଧ୍ୟ ଏହା ସତ ଯେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା...