Tag Archives: manipur

ମଣିପୁରରେ ସେନା ଗାଡ଼ି ଉପରକୁ ବଡ଼ ଆକ୍ରମଣ, ଆଖିବୁଜା ଗୁଳିମାଡ଼ କଲେ…

ଇମ୍ଫାଲ,୧୯।୯: ମଣିପୁରରୁ ବଡ଼ ଖବର । ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଅଜ୍ଞାତ ବନ୍ଧୁକଧାରୀ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଘଟିଛି ଏହି ଆକ୍ରମଣ ଘଟଣା ।…

ମଣିପୁରରେ ପ୍ରଥମ ଥର, ମୋଦି କଲେ ବଡ଼ ଘୋଷଣା!

ଇମ୍ଫାଲ,୧୩।୯: ୨୦୨୩ ମଣିପୁର ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ସେଠାରେ ପହଞ୍ଚିଛନ୍ତି। ମୋଦି ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁରର ଚୁରାଚାନ୍ଦପୁରରେ ବିସ୍ଥାପିତଙ୍କୁ ଭେଟିଛନ୍ତି। ମଣିପୁରରେ ହିଂସା ସମୟରେ ଚୁରାଚାନ୍ଦପୁର ସବୁଠାରୁ…

ମଣିପୁରରେ ଆଉ ୬ ମାସ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ,୨୫ା୭: ମଣିପୁରରେ ଆଉ ୬ ମାସ ପାଇଁ ବୃଦ୍ଧି ହୋଇଛି ରାଷ୍ଟ୍ରପତି ଶାସନ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି। ଫେବୃଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ…

ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ ପ୍ରଧାନମନ୍ତ୍ରୀ…

ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ

ଇମ୍ଫାଲ,୨୮।୫: ମଣିପୁରରେ ବୁଧବାର ସକାଳୁ ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ଏବଂ ୫.୨ ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ…

“ଏହା ଶେଷ ସୁଯୋଗ”: ନିରସ୍ତ୍ରୀକରଣ ପାଇଁ ସମୟସୀମା ବୃଦ୍ଧି କଲେ ମଣିପୁର ରାଜ୍ୟପାଳ

ଇମ୍ଫାଲ, ୨୮ା୨: ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଶୁକ୍ରବାର ଲୁଟ୍ ହୋଇଥିବା ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ପାଇଁ ଶେଷ ତାରିଖ ମାର୍ଚ୍ଚ ୬ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। “ସ୍ୱେଚ୍ଛାକୃତ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ ପାଇଁ ସାତ…

ସମ୍ବିତ ପାତ୍ରଙ୍କୁ ମିଳିଲା Z ବର୍ଗର ସୁରକ୍ଷା: ଜାଣନ୍ତୁ କାହିଁକି ନିଆଗଲା ଏତେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର-ପୂର୍ବ ପ୍ରଭାରୀ ଏବଂ ଏମ୍‌ପି ସମ୍ବିତ ପାତ୍ରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ Z ବର୍ଗର ସୁରକ୍ଷା ଦିଆଯାଇଛି। କେବଳ ମଣିପୁରରେ ତାଙ୍କୁ ଏହି ସୁରକ୍ଷା ମିଳିବ। ଆଇବି ରିପୋର୍ଟ ଆଧାରରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର…

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ

ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୨ ଦିନ ବିତିଥିଲେ ମଧ୍ୟ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନୂଆ ମୁଖ୍ୟମନ୍ତ୍ରୀ ଚୟନ…

ମଣିପୁର ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ ,୧୯ା୧୧: ମଣିପୁରରେ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ମଣିପୁରରେ ଗତବର୍ଷ…

ମଣିପୁରରେ ସ୍ଥିତି ସଂଘିନ: ନଦୀରୁ ମିଳିଲା ଅପହରଣ ହୋଇଥିବା ଦୁଇବର୍ଷର ଶିଶୁ ଓ ଜେଜେ ମା’ ଙ୍କ ମୁଣ୍ଡକଟା ଶରୀର

ମଣିପୁର,୧୭ା୧୧: ମଣିପୁରର ଜିରିବମ୍ ଜିଲାର ମୈତେଇ ସମ୍ପ୍ରଦାୟର ରିଲିଫ କ୍ୟାମ୍ପରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଏଠାରୁ ଦୁଇଜଣଙ୍କୁ ଅପହରଣ କରିବା ପରେ ସେମାନଙ୍କୁ ହତ୍ୟା ପରେ ମୁଣ୍ଡ ବିହୀନ କରି ନଦୀରେ ଫିଙ୍ଗି ଦିଆଯାଇଛି। ସୋମବାର ଆସାମ…

ମଣିପୁରରେ ସ୍ଥିତି ସୁଧାରିବାରେ ମୁଖ୍ୟମନ୍ତ୍ରୀ ଫେଲ୍: ଭାଜପାଠାରୁ ସମର୍ଥନ ଫେରାଇନେଲା ସହଯୋଗୀ ଦଳ

ମଣିପୁର,୧୭ା୧୧: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଜଣାଇଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ନେତୃତ୍ୱରେ ସରକାର ବର୍ତ୍ତମାନର ପରିସ୍ଥିତିର…

ମଣିପୁରରେ ସୁରକ୍ଷାକର୍ମୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ; ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବାକୁ ଆସିଥିବା ୧୧ଆତଙ୍କବାଦୀଙ୍କୁ କଲେ ନିପାତ

ନୂଆଦିଲ୍ଲୀ,୧୧।୧୧: ମଣିପୁରରେ ସୁରକ୍ଷାକର୍ମୀ ସୋମବାର ଏକ ବଡ କାର୍ୟ୍ୟାନୁଷ୍ଠାନ ନେଇ ୧୧ ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଯେଉଁମାନେ ଜେରୀଵାମ ଜିଲ୍ଲାରେ ଥିବା ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବାକୁ ଆସିଥିଲେ। ରିପୋର୍ଟ ଅନୁସାରେ ଦ୍ବିପହର ୩ଟା ୩୦ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri