ମିଳିଲାନି ଆମ୍ବୁଲାନ୍ସ, ବ୍ୟାଗରେ ଶିଶୁର ମୃତଦେହକୁ ଧରି ୯୦ କିଲୋମିଟର ଯାତ୍ରା କଲେ ବ୍ୟକ୍ତି ତେହେରାନ,୧୬।୬: ମହାରାଷ୍ଟ୍ରର ନାସିକ ସିଭିଲ ହସ୍ପିଟାଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସେବା ନ ମିଳିବାରୁ ଜଣେ ଆଦିବାସୀ ବ୍ୟକ୍ତି ସଖାରାମ କାଭାର ତାଙ୍କ ନବଜାତ ଝିଅର ମୃତଦେହକୁ ଏକ କ୍ୟାରି ବ୍ୟାଗରେ ନେଇ ୯୦ କିଲୋମିଟର ବସରେ ଯାତ୍ରା…