ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ
କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ...
ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ, ୮ ବିଲ୍ ଖାରଜକୁ ନେଇ ସୁପ୍ରିମ୍କୋର୍ଟ ଗଲେ ସରକାର
ନୂଆଦିଲ୍ଲୀ, ୧୨।୦୭: ପଶ୍ଚିମବଙ୍ଗରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ମମତାଙ୍କ ସରକାର ଦେଇଥିବା ୮ ପ୍ରସ୍ତାବକୁ ଖାରଜ କରିବା ନେଇ ବିବାଦ ତେଜିଛି । ତୃଣମୂଳ...
ସରକାରୀ ସମ୍ପତ୍ତି ବିକ୍ରି କରିବ ପଶ୍ଚିମବଙ୍ଗ ସରକାର, ଜାଣନ୍ତୁ କ’ଣ ରହିଛି ମମତା ବାନାର୍ଜୀଙ୍କ ଯୋଜନା?
କୋଲକାତା,୨୧।୬: ଲୋକ ସଭା ନିର୍ବାଚନରେ ବିଜୟ ସହ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ନୂଆ ଉଦ୍ୟୋଗର ବିକାଶ ପାଇଁ ନୂଆ ଉପାୟ ବାହାର କରିଛନ୍ତି। ସରକାର ବନ୍ଦ ପଡ଼ିଥିବା କମ୍ପାନୀଗୁଡ଼ିକ ସହ ଚାଲୁଥିବା କମ୍ପାନୀର ଖାଲି ତଥା ବ୍ୟବହାର ହେଉ...
ଭାଜପା ଏମ୍ପିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅଧଘଣ୍ଚା ଧରି ଚାଲିଲା ଆଲୋଚନା
କୋଲକାତା, ୧୮।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାରତୀୟ ଜନତା ଦଳର ଏମ୍ପି ଅନନ୍ତ ମହାରାଜ ଓରଫ୍ ନାଗେନ୍ ରାୟଙ୍କୁ ତାଙ୍କ କୁଚବିହାର ସ୍ଥିତ ଘରେ ଭେଟିଛନ୍ତି । ନାଗେନ୍ ମମତାଙ୍କୁ ପାରମ୍ପରିକ ପୋଷାକ ଏବଂ ପାନପତ୍ର ଦେଇ...
ଭାଙ୍ଗିଯିବ ଏନ୍ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ
କୋଲକାତା,୮ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ଅର୍ଥାତ୍ ଜୁନ୍ ୯ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମ୍ସି...
ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ
କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ। ଏହି ଆସନରେ ଭାଜପା ଲକେଟ ଚାଟାର୍ଜୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ମୁକାବିଲା...
ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…
କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ । ଏଥିରେ ସେ ଆହତ ହୋଇଥିବା କୁହାଯାଉଛି। ୨୦୨୨ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ...
ମମତା ଗଡ଼ରେ ମୋଦିଙ୍କ ହୁଙ୍କାର
ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀ ସରକାର ଉପରେ ଜୋରଦାର ଆକ୍ରମଣ କରି...
‘ମମତା ଆଉ ଦିଦି ନୁହନ୍ତି, ଏଥର ଆଣ୍ଟି’
କୋଲକାତା,୨୫ା୨: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି। ଶେଖ୍ ଶାହାଜାହାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ମମତାଙ୍କୁ ତେର୍ଚ୍ଛାବାଣ...
‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’
କୋଲକାତା,୧୭।୨: ପଶ୍ଚିମବଙ୍ଗର ଉତ୍ତର ପରଗାନା ଜିଲାସ୍ଥିତ ସନ୍ଦେଶଖାଲି ଯୌନ ଉତ୍ପୀଡନ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ କଥା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯାଏ ପହଞ୍ଚିଛି। ଏସ୍ସି ପ୍ୟାନେଲ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି...
କେନ୍ଦ୍ର ସରକାର ଦେଉନାହାନ୍ତି ବକେୟା, ରାତି ସାରା ଧାରଣାରେ ବସି ରହିଲେ ମମତା
କୋଲକାତା,୩।୨: ବିଭିନ୍ନ ସମାଜ କଲ୍ୟାଣ ଯୋଜନା ଲାଗି କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ଥିବା ବକେୟା ଦାବି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଶନିବାର ମଧ୍ୟ ଅନୁରୂପ ଭାବେ ଦଳର ନେତାମାନଙ୍କ ସହ କୋଲକାତାର ଭୀମରାଓ ଆମ୍ବେଦକରଙ୍କ...
କେନ୍ଦ୍ର ସରକାର ଫେବୃଆରୀ ପହିଲା ମଧ୍ୟରେ ବକେୟା ନଦେଲେ ଧାରଣାରେ ବସିବି: ମମତା
କୋଲକାତା,୩୧।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ବକେୟା ଦେବାକୁ ନେଇ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଯଦି କେନ୍ଦ୍ର ଫେବୃଆରୀ ପହିଲା ମଧ୍ୟରେ ରାଜ୍ୟର ବକେୟା ନ ଦିଏ ତେବେ ସେ ଧାରଣାରେ ବସିବେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ...
Archives


