ଧନୁଯାତ୍ରାରେ ଅଘଟଣ: ମାହୁନ୍ତଙ୍କୁ ଦଳିଦେଲା ହାତୀ
ବଲାଙ୍ଗୀର,୨୩ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ଅଘଟଣ ଘଟିଛି। ଧନୁଯାତ୍ରା ମହୋତ୍ସବକୁ ଯେଉଁ ହାତୀକୁ ନେଇ ଆସିଥିଲେ ସେହି ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବଙ୍ଗୋମୁଣ୍ଡା ଗାଁରେ…

