୨ କୋଠରିରେ ପ୍ରଥମରୁ ଅଷ୍ଟମ ପିଲାଙ୍କୁ ଶିକ୍ଷାଦାନ, ୧୨ ବର୍ଷ ମଧ୍ୟରେ ଟଙ୍କାଟିଏ ମିଳିନି ଅନୁଦାନ
ଖୁଣ୍ଟୁଣୀ,୨୩।୧୧(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଅଧୀନ ମହାକାଳବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ଅବ୍ୟବସ୍ଥା ଲାଗି ରହିଛି। ୧୯୪୮ରେ ସ୍ଥାପିତ ଏହି ବିଦ୍ୟାଳୟ ୧୯୭୫ ମସିହାରେ ଅପଗ୍ରେଡେଶନ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ…

