ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ
ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା ଆସିବାକୁ ଯାଉଛନ୍ତି। ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ...
ପୋଲିସ୍ କନଷ୍ଟେବଳଙ୍କ ସମେତ କ଼୍ବାର୍ଟରରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ୫ ମୃତଦେହ
ଭାଗଲପୁର, ୧୩।୦୮: ଭାଗଲପୁର ପୋଲିସ୍ ଲାଇନ୍ର ଏକ କ଼୍ବାର୍ଟରରୁ ୫ ଟି ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଆଖପାଖରେ ଭୟର ବାତାବରଣ ଖେଳି ଯାଇଛି । କ଼୍ବାର୍ଟରରୁ ଜଣେ ମହିଳା ପୋଲିସ୍ଙ୍କ ସମେତ ତାଙ୍କ...
୪୭ ଆଇଏଏସ୍ ଏବଂ ଆଇପିଏସ୍ଙ୍କ ବଦଳି କଲେ ରାଜ୍ୟ ସରକାର
ଭୋପାଳ, ୧୧।୦୮: ରାଜ୍ୟରେ ୪୭ ଜଣ ଆଇଏଏସ୍ ଏବଂ ଆଇପିଏସ୍ଙ୍କ ବଦଳି କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ମନ୍ଦସୌରର ପୋଲିସ୍ ଅଧୀକ୍ଷକ ଅନୁରାଗ ସୁଜନିଆଙ୍କ ସ୍ଥାନରେ ଏବେ ଅଭିଷେକ ଆନନ୍ଦ ମନ୍ଦସୌର ଜିଲାର ନୂଆ ଏସ୍ପି ହୋଇଛନ୍ତି ।...
ରାଲି ପୂର୍ବରୁ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା
ଭୋପାଳ, ୨୩।୬: ରବିବାର ସକାଳୁ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର । ତାଙ୍କ ନାମ ମନୁ କଲ୍ୟାଣେ । ମନୁ ଭାଜପା...
‘ମୋ ବାପାଙ୍କ ସାମ୍ନାରେ ଦିଲ୍ଲୀ ବି ମୁଣ୍ଡ ନୁଆଁଏ’, ମନ୍ତ୍ରୀଙ୍କ ପୁଅର ଭାଷଣ ଭାଇରାଲ
ନୂଆଦିଲ୍ଲୀ, ୨୨।୬: ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅଙ୍କ ଭାଷଣ ଏବେ ଭାଇରାଲ୍ ହେବାରେ ଲାଗିଛି । ଲୋକ ସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ମିଳିବା ସହ ରାଜ୍ୟରେ...
ଲିଭ୍-ଇନ୍ ରିଲେସନଶିପରେ ରହିଲେ ଭରଣପୋଷଣ ଅଧିକାର ପାଇବେ ମହିଳା: ହାଇକୋର୍ଟ
ନୂଆଦିଲ୍ଲୀ,୬।୪: ଲିଭ୍-ଇନ୍ ରିଲେସନଶିପରେ ରହିଲେ ମଧ୍ୟ ମହିଳାଙ୍କର ରହିଛି ଭରଣପୋଷଣ ପାଇବାର ଅଧିକାର। ଲିଭ୍-ଇନ୍ ସମ୍ପର୍କରେ ମହିଳାଙ୍କ ଅଧିକାରକୁ ସ୍ୱୀକୃତି ଦେବା ଦିଗରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଜଣେ ପୁରୁଷଙ୍କ ସହ ଲମ୍ବା...
ରାଜନୀତିରୁ ଅବସର ନେବେ କମଲ ନାଥ! ଭାଜପାରେ ଯୋଗଦେଇପାରନ୍ତି ପୂଅ-ବୋହୂ
ନୂଆଦିଲ୍ଲୀ,୧୮।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। ଏସବୁ ଭିତରେ ଆଉ ଏକ ଚର୍ଚ୍ଚା ହେଉଛି କମଲ ନାଥ ଭାଜପାରେ ରାଜନୀତିରୁ ଅବସର ଘୋଷଣା କରିବେ। ତାଙ୍କ ପୁଅ ତଥା ଏମ୍ପି ନକୁଲ...
ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା ମା’ଙ୍କ ଆଗରେ ବନ୍ଧୁକ ମୁନରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୋମବାର...
ଭାଇଙ୍କୁ ମିଳିଲାନି ‘ମୁଖ୍ୟମନ୍ତ୍ରୀ’ ପଦ, ଭାବପ୍ରବଣ ହେଲେ ଭଉଣୀ
ଭୋପାଳ,୧୨।୧୨: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋହନ ଯାଦବ। ଭାଜପା ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପଦ ପାଇଁ ମୋହନ ଯାଦବଙ୍କ ନାମ ରଖିଥିଲେ। ବର୍ତ୍ତମାନ ଏହି...
ବୁଧବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ
ନୂଆଦିଲ୍ଲୀ,୧୧ା୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ଯାଦବଙ୍କ ନାଁ’ରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ମୋହର ମାରିଛନ୍ତି। ଆସନ୍ତା ବୁଧବାର ପୂର୍ବାହ୍ନ ୧୧ ଟା ୩୦ ମିନିଟ ସମୟରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହା ସହିତ ମଧ୍ୟପ୍ରଦେଶରେ...
କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା
ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ...
ମଧ୍ୟପ୍ରଦେଶରେ ପରାଜୟର ପ୍ରଭାବ, କମଲ ନାଥଙ୍କୁ ଇସ୍ତଫା ଦେବାକୁ କହିଲେ କଂଗ୍ରେସ ହାଇକମାଣ୍ଡ
ନୂଆଦିଲ୍ଲୀ,୧୯।୧୧: ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଆକ୍ସନ ମୋଡରେ ଆସିଛନ୍ତି ହାଇକମାଣ୍ଡ। ସୂଚନାନୁସାରେ, ହାଇକମାଣ୍ଡ କମଲ ନାଥଙ୍କୁ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ହାଇ କମାଣ୍ଡ ଅନୁଭବ କରୁଛି ଯେ କମଲ ନାଥ ବିଜେପିର ଶିବରାଜ...
Archives


