Tag Archives: maa Durga

ବଲାଙ୍ଗୀରରେ ମା’ଙ୍କୁ ମେଲାଣି

ବଲାଙ୍ଗୀର,୫ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରିଜର୍ଭ ପୋଲିସ ମନୋହରପୁରରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପୂଜାର ଅନ୍ତିମ ଦିବସରେ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା। ପୋଲିସ ପକ୍ଷରୁ ରବିବାର ଧୂମ୍‌ଧାମରେ ମା’ଙ୍କ ଭସାଣି ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା। ଦୁର୍ଗାପୂଜା କମିଟିର ସଭାପତି…

ଆଜି ମା’ ଜଗତଜନନୀଙ୍କ ମହାଷ୍ଟମୀ ପୂଜା: ଗାଁଠୁ ସହର ଚଳଚଞ୍ଚଳ

ଭୁବନେଶ୍ୱର,୩୦।୯: ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୀଠ ଓ ମଣ୍ଡପ। ସୋମବାର ମା’ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମଙ୍ଗଳବାର ମହାଷ୍ଟମୀରେ ମା’ଙ୍କ ନୀତିପୂଜା ଆରମ୍ଭ ହୋଇଛି। ଚାଲିଛି ହୋମଯଜ୍ଞ ସହ ସ୍ବତନ୍ତ୍ର…

ଆଜି ମା’ଙ୍କ ସପ୍ତମୀ ପୂଜା, ଚଳଚଞ୍ଚଳ ପୂଜାପୀଠ

ଜି.ଉଦୟଗିରି,୨୯ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସର୍ବପୁରାତନ ଦୁର୍ଗାପୂଜା ମଣ୍ଡପରେ ସୋମବାର ଦିନ ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ରବିବାର ରାତିରେ ମହାଆଡ଼ମ୍ବରରେ ଅଞ୍ଚଳର ପ୍ରତିଷ୍ଠିତ ଦେବୀ ମା’ ବାରଳଦେବୀଙ୍କ ମନ୍ଦିରରୁ ଘଟକୁ ଆମନ୍ତ୍ରଣ କରି ନିଆଯାଇଥିଲା। ତା’ପରେ ବିଲ୍ବବରଣ…

ଚଳଚଞ୍ଚଳ ଜି.ଉଦୟଗିରି: ପୂଜାମଣ୍ଡପରେ ନିର୍ମାଣ ଚାଲିଛି ମେଢ଼, ମା’ଙ୍କ ଆଗମନକୁ ଅପେକ୍ଷା

ଜି.ଉଦୟଗିରି,୨୫ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରର ସର୍ବ ପୁରାତନ ପୂଜା ମଣ୍ଡପରେ ଦଶହରା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛ। ୭୦ ବର୍ଷରୁ ଊଦ୍ଧର୍‌ବ ହେବ ଏହି ପୂଜା ମଣ୍ଡପରେ ଦୁର୍ଗାପୂଜା ହୋଇଆସୁଛି । ଏଇ ଦୁର୍ଗା ମଣ୍ଡପରେ ଅଞ୍ଚଳର ପ୍ରତିଷ୍ଠିତ…

ଶାରଦୀୟ ନବରାତ୍ରି 2025: ନବରାତ୍ରିର ପ୍ରଥମ ରାତିରେ କରନ୍ତୁ ଏହି କାମ, ଧନଧାନ୍ୟରେ ଭରିଦେବେ ମା’ ଦୁର୍ଗା

ଆଜିଠାରୁ ଶାରଦୀୟ ନବରାତ୍ରିର ପବିତ୍ର ନଅ ଦିନ ଆରମ୍ଭ ହୋଇଛି, ଯାହା ମା’ ଦୁର୍ଗାଙ୍କ ପୂଜା ଓ ଆରାଧନା ପାଇଁ ଉତ୍ସର୍ଗୀକୃତ। ଏହି ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ମନରେ ଶାନ୍ତି, ନକାରାତ୍ମକ ଶକ୍ତିରୁ ମୁକ୍ତି ଓ ମନସ୍କାମନା…

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ। ସୂଚନାନୁସାରେ, ଗ୍ରାମବାସୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri