ଆଜି ୧୦୦୦ଟଙ୍କା ପାର୍ କଲା ସିଲିଣ୍ଡର ଦାମ୍, କାଲିଠୁ ଓଡ଼ିଶାରେ… ନୂଆଦିଲ୍ଲୀ,୧୨।୩: ଯଦି ଆପଣ ଗତ କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ବିତରଣରେ ବିଳମ୍ବ ଅନୁଭବ କରୁଛନ୍ତି କିମ୍ବା ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣ ଏକା ନୁହଁନ୍ତି। ମଧ୍ୟପ୍ରାଚ୍ୟ ଇରାନ, ଇସ୍ରାଏଲ ଏବଂ ଆମେରିକାରେ ଚାଲିଥିବା ଯୁଦ୍ଧର…