Tag Archives: Local News

ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଚରମ ସୀମାରେ: ଫସଲରେ ଚରାଇଲେ ଗୋରୁପଲ, ମୁତୟନ ହେଲା…

ଦିଗପହଣ୍ଡି/ପାଟପୁର, ୨୫।୧୦ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ଅଳ୍ପ କିଛି ସରକାରୀ ଜମିକୁ ବତାଗଡ଼ ଏବଂ ପୋଡ଼ାମାରି ଗ୍ରାମର ବହୁ...

ସୁଧୁରିଲେ ନାହିଁ ପ୍ରାଣୀଧନ ନିରୀକ୍ଷକ; ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଗଲେ ଜେଲ୍‌…

ଦିଗପହଣ୍ଡି, ୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ପ୍ରାଣୀଧନ ନିରୀକ୍ଷକ ଶୁଭକାନ୍ତ ରାଉତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଶୁଭକାନ୍ତଙ୍କ ଘର କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅର୍ନ୍ତଗତ ବଡପଲ୍ଲି ଗ୍ରାମ ହୋଇଥିବା...

ଗୁଳି କରି ହତ୍ୟା ମାମଲା: ସାକ୍ଷ୍ୟ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ)-୨୦୦୮ ମସିହା  ଜୁନ ୧୮ ତାରିଖରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଆସିକାର ବିପିନ ଭୋଳଙ୍କୁ ବିକ୍ରମ ମଲ୍ଲିକ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ଶନିବାର ପ୍ରକାଶ ପାଇଛି।...

୩ ମହଲା ଛାତରୁ ଖସି ପଡ଼ିଲେ, ଗୁରୁତର ଅବସ୍ଥାରେ ଯୁବତୀ…

ଦିଗପହଣ୍ଡି, ୨୪ା୧୦(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡିର ୧୦ ନଂ. ୱାର୍ଡ ଆନନ୍ଦ ନଗରରେ ଜଣେ ଯୁବତୀ ଛାତରୁ ଖସିପଡି ଗୁରୁତର ହୋଇଛନ୍ତି। ସେ ହେଲେ ସାଇନା ପାତ୍ର (୧୮) । ଶୁକ୍ରବାର କୌଣସି କାମରେ ସାଇନା ରହୁଥିବା...

ଘରେ ପଶି ଦାଦାଙ୍କୁ ଠେଙ୍ଗାରେ ମାରିଥିଲେ ନିସ୍ତୁକ ମାଡ଼, ଜେଲ୍‌ ଗଲେ ପୁତୁରା…

ଦିଗପହଣ୍ଡି, ୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦୋଳା ଗ୍ରାମରେ ନରହରି ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତାଙ୍କ ପୁତୁରା ମଦନ ସେଠୀଙ୍କୁ ଗିରଫ କରାଯାଇଛି। କେ.ନୂଆଗାଁ ଥାନା...

ମହିଳାଙ୍କ ସହ ଏକୁଟିଆ ଦେଖିବା ପରେ ଜୋତାମାଳ ପିନ୍ଧାଇ ମାରିଥିଲେ ନିର୍ଧୁମ ମାଡ଼, Video  ଭାଇରାଲ ପରେ…

ଆନନ୍ଦପୁର,୨୪।୧୦(ସୁଶାନ୍ତ କୁମାର ସାହୁ): ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା। ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆନନ୍ଦପୁର ପୋଲିସ। ଏଭଳି ଘଟଣା ଘଟିଛି...

୨୬ରେ ଭଞ୍ଜନଗରରେ ମାଗଣା ସ୍ବାସ୍ଥ୍ୟ ଶିବିର, ଅଧିକ ଲୋକେ ଯୋଗ ଦେଇ ପରୀକ୍ଷା କରାଇ ନେବାକୁ…

ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିସରରେ ଆସନ୍ତା ୨୬ ତାରିଖରେ ମେଗା ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସର୍ଜରୀ ଶିବିର ହେବ। ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖା ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଓଡ଼ିଶା...

ବକେୟା ବିଲ୍‌ ନଦେବାରୁ ପୁରା ଗାଁର ବିଦ୍ୟୁତ୍‌ ଠପ୍‌ କରିଦେଲା TPSODL, ପୋଡମପେଟ୍ଟାରେ ତୀବ୍ର ଉତ୍ତେଜନା

ଗଞ୍ଜାମ, ୨୩।୧୦(ଅଖିଳ ତରାଇ):  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ମସ୍ୟଯିବି ଗ୍ରାମ ପୋଡ଼ମପେଟ୍ଟାରେ ଟିପିଏସ୍‌ଓଡିଏଲ(TPSODL)ର ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ବକେୟା ବିଲ, ମିଟର ଟ୍ୟାମ୍ପରିଂ ଥିବା ଉପଭୋକ୍ତାଙ୍କୁ ଦଣ୍ଡ ଦେବାକୁ ଯାଇ ସମଗ୍ର...

ଭଞ୍ଜନଗରରେ କାଳୀ ପୂଜା: ସାଂସ୍କୃତିକ କାର୍ଯ୍ୟକ୍ରମ ଜମିଲା; ଆଧ୍ୟାତ୍ମିକ ନାଟକ ସହ ଖାଦ୍ୟ ଷ୍ଟଲରେ…

ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗର ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ କାଳୀ ପୂଜା ଧୁମ୍‌ଧାମରେ ଚାଲିଛି। ଦୁଇଦିନ ହେବ ଉଭୟ ପୂଜା ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ଗୁରୁବାର ପୁଣି ବଡ଼ ଧରଣର...

ବରଗଡ଼କୁ ଚାଲାଣ ହେଉଥିଲା କଫ୍‌ ସିରପ୍‌: ମାଡ଼ି ବସିଲା ଅବକାରୀ ବିଭାଗ, ୨ ଜଣଙ୍କୁ..

ବରଗଡ଼,୨୩।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅବକାରୀ ବିଭାଗକୁ ଗୁରୁବାର ସକାଳେ ଏକ ବଡ଼ ସଫଳତା ମିଳିଛି। ଏକ ଠିକଅପ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ବରଗଡ଼କୁ କଫ୍‌ ସିରପ୍‌ ଚାଲାଣ ହେଉଥିଲା। ଏନେଇ ଖବର ପାଇ ସହର ଉପକଣ୍ଠ ଏକାମ୍ର ଛକରେ...

ବଙ୍ଗୀୟ ରୀତିନୀତିରେ ମା’ କାଳୀଙ୍କ ବିସର୍ଜନ: ସିନ୍ଦୂର ଖେଳି ବିଦାୟ ଜଣାଇଲେ ମହିଳା ଶ୍ରଦ୍ଧାଳୁ

ବଲାଙ୍ଗୀର,୨୨।୧୦( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦୀପାବଳୀ ଉତ୍ସବ ଓ କାଳୀ ପୂଜା ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି l ବଲାଙ୍ଗୀର ବଙ୍ଗାଳୀ ସମାଜ ପକ୍ଷରୁ ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପଠାରେ ସୋମବାର ରାତିରେ ମା’ ଶ୍ୟାମାକାଳୀଙ୍କ ପୂଜା...

ଏମିତି ବି ଆସେ ମୃତ୍ୟୁ: ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ମୋହନା,୨୨।୧୦( ମନ୍ମଥ ମିଶ୍ର ): ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri