ଲାଲକିଲ୍ଲା ବିସ୍ଫୋରଣସ୍ଥଳରୁ ଉଦ୍ଧାର ହେଲା ଜୀବନ୍ତ ଗୁଳି ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ନିକଟରେ ସୋମବାର ସନ୍ଧ୍ୟାରେ ଏକ କାର୍ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣସ୍ଥଳରୁ ତଦନ୍ତକାରୀ ଦଳ ଗୋଟିଏ ଜୀବନ୍ତ ଗୁଳି (Live Bullet)...