ୟୁପିଏସ୍ସିରେ ହେବ ବଡ଼ ପରିବର୍ତ୍ତନ, ଆଉ ହେବନି ସିଧା ଭର୍ତ୍ତି ନୂଆଦିଲ୍ଲୀ, ୨୦।୦୮: ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ବା ୟୁପିଏସ୍ସି ଅଧିନରେ ହେଉଥିବା ଲାଟେରାଲ୍ ଏଣ୍ଟ୍ରି ଭର୍ତ୍ତି ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍ସିକୁ ଚିଠି ଲେଖାଯାଇଛି । ଲାଟେରାଲ୍ ଏଣ୍ଟ୍ରିକୁ ନେଇ ଲଗାତାର…