Tag Archives: landslide

କଳିଙ୍ଗା ଘାଟିରେ ଭୂ-ସ୍ଖଳନ, ମରାମତି କାମ ବୁଲି ଦେଖିଲେ ଜିଲାପାଳ

ଜି.ଉଦୟଗିରି,୧୮ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର...

ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୮: କଟରାର ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି, ଯେତେବେଳେ ୨୦ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର (୨୭ ଅଗଷ୍ଟ, ୨୦୨୫) X ରେ ପୋଷ୍ଟ କରି ଏହି ଘଟଣାରେ ଦୁଃଖ...

ବାଦଲ ଫଟା ବର୍ଷା କ’ଣ? କେତେ ବର୍ଷା ହେଲେ ବାଦଲ ଫାଟେ, ଜାଣନ୍ତୁ କ’ଣ କହେ ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୧୫ା୮: ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଜୀବନକୁ ଅତ୍ୟନ୍ତ ଖରାପ ଭାବରେ ପ୍ରଭାବିତ କରିଛି। ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବାଦଲ ଫଟା ବର୍ଷା ଯୋଗୁ ବହୁତ କ୍ଷୟକ୍ଷତି...

ଉଛୁଳୁଛି ବ୍ରାହ୍ମଣୀ: ରାସ୍ତାରେ ୫ ଫୁଟର ପାଣି, ଭୂସ୍ଖଳନ ହେବାରୁ…

ବଣାଇଁ,୨୭ା୭(ପ୍ରଦୀପ ତ୍ରିପାଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ବଣାଇଁ ଉପଖଣ୍ଡ ଅଞ୍ଚଳ। ପ୍ରବଳ ବର୍ଷାର ପ୍ରଭାବରେ ବ୍ରାହ୍ମଣୀ ଫୁଲିବା କାରଣରୁ ଗୋଟେ ପଟେ ଲହୁଣିପଡ଼ା-ବାରକୋଟ ୧୦ ନମ୍ବର (କ) ରାଜ୍ୟ ରାଜପଥର ସିହିଡିଆଠାରୁ ମସିନ୍ତା ପର୍ଯ୍ୟନ୍ତ ପ୍ରାୟ...

ଭୂସ୍ଖଳନରୁ ୬୭ ଜଣଙ୍କୁ ବଞ୍ଚାଇଲା କୁକୁର

ମଣ୍ଡି,୯ା୭: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ଜୁନ୍‌ ୩୦ ଏବଂ ଜୁଲାଇ ୧ରେ ଲଗାତର ୩୦ ଘଣ୍ଚା ଧରି ବର୍ଷା ହୋଇଥିଲା, ଯାହାଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟାସ୍ଥିତି ଦେଖାଦେଇଥିଲା। ତେବେ ମଣ୍ଡି ଜିଲା ଧର୍ମପୁର ବ୍ଲକ୍‌ର...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି ରାସ୍ତା କାମ ଚାଲିଥିବା ବେଳେ ଏହି ମାଟି ଅତଡ଼ା ଧସିଛି। ଫଳରେ ୨ଟି...

Landslide: କୁଆପଥର ମାଡ଼ ସହ ଭୂସ୍ଖଳନ, ୩ ମୃତ, ଉଦ୍ଧାର କାର୍ଯ୍ୟ ଜାର

ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରରେ ପାଗ ପୁଣି ଥରେ ତାଣ୍ଡବ ରଚିଛି। ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପ୍ରବଳ ପବନ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। କିଛି ସ୍ଥାନରେ, ନଦୀଗୁଡ଼ିକ ଗାଁଗୁଡ଼ିକୁ ବୁଡ଼ାଇ ଦେଇଥିବା ବେଳେ, ଅନ୍ୟ...

ଜମ୍ମୁରେ ଭୟଙ୍କର ଭୂସ୍ଖଳନ: ଚାପି ହୋଇଗଲେ ୩

ଶ୍ରୀନଗର,୨୦ା୪: ଲଗାଣ ବର୍ଷା ଯୋଗୁ ଜମ୍ମୁରେ ରବିବାର ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି। ରାମବନ ଜିଲାର ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଏକ ଅଂଶୁ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯାହା ଫଳରେ...

କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା

ଥିରୁଭାନନ୍ତପୁରମ୍‌,୨ା୮: କେରଳର ଓ୍ବାୟନାଡ୍‌ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦୦ ଟପିଥିବା ବେଳେ ୧୯୦ଟି ମୃତଦେହ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ...

୪୫ ଲୋକଙ୍କ ମୃତ୍ୟୁକୁ ନେଇ ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ୱାୟନାଡ଼, ୩୦।୦୭: କେରଳର ୱାୟନାଡ଼ରେ ହୋଇଥିବା ଭୁସ୍ଖଳନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମିିଳିଥିବା ସୂଚନା ଅନୁସାରେ ପ୍ରକୃତିର ଏହି ତାଣ୍ଡବରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୦୦ ରୁ ଅଧିକ...

କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ

ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ।...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା ହେବାରୁ ବ୍ୟାପକ କ୍ଷତି ଘଟିଛି। ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri