କେଉଁମାନେ ଉଠାଇ ପାରିବେ ଲକ୍ଷପତି ବେଟିୟା ଯୋଜନାର ଲାଭ, ଜାଣନ୍ତୁ ଦରକାର ଏସବୁ ଡକ୍ୟୁମେଣ୍ଟ … ନୂଆଦିଲ୍ଲୀ,୨ା୩: ଦିଲ୍ଲୀ ସରକାର ଝିଅମାନଙ୍କ ଶିକ୍ଷା ଏବଂ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଲକ୍ଷପତି ବେଟିୟା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଆର୍ଥିକ କାରଣରୁ କୌଣସି ଝିଅର ଶିକ୍ଷା ଯେମିତି ବାଧାପ୍ରାପ୍ତ ନ ହେବ। ତାଙ୍କୁ…