କଳାହାଣ୍ଡିର ଗୌରବ: ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ଚିତ୍ରାଙ୍କନରେ ତୃତୀୟ ସ୍ଥାନ ଅଧିକାର କଲେ ଲଚନା ମାଝୀ
ଥୁଆମୂଳ ରାମପୁର,୧୮।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ମେଧାବୀ ଛାତ୍ରୀ ଲଚନା ମାଝୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ସମଗ୍ର ଜିଲା…

