୭୬ତମ କୁର୍ଶୁଲା ମକରମେଳା ଉଦଯାପିତ; ଚଣ୍ଡୀଙ୍କ ପୀଠରେ ପଡିଲା ବଳି, ୨କୋଟିରୁ… କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖ ଦିନ ନେଉଳ ପ୍ରବେଶ ଠାରୁ ଆରମ୍ଭ ହୋଇଥିବା ଏହି...