କୁମ୍ଭମେଳା ଦଳାଚକଟାରେ ୩୦ ମୃତ୍ୟୁ ମାମଲା: ହେମା ମାଳିନୀ କହିଲେ-‘କିଛି ବଡ ଘଟଣା ନୁହେଁ’ ନୂଆଦିଲ୍ଲୀ,୪।୨: ମହାକୁମ୍ଭ ମେଳାରେ ଅହେତୁକ ଭିଡ଼ କାରଣରୁ ଘଟିଥିବା ଦଳାଚକଟାରେ ୩୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହାର ଦୁଇଗୁଣା ଲୋକେ ଆହତ ହୋଇଛନ୍ତି। ତେବେ ”ଏହା ଏକ ବଡ ଘଟଣା ନୁହେଁ” ବୋଲି କହିଛନ୍ତି ଅଭିନେତ୍ରୀ ତଥା ଭାଜପା…