Tag Archives: Kuldeep Yadav

କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆ T20 ସ୍କ୍ୱାଡ୍‌ରୁ ରିଲିଜ, ଏହି କାରଣରୁ ଫେରିଲେ ଭାରତ

ମୁମ୍ବାଇ,୨ା୧୧: ଭାରତୀୟ କ୍ରିକେଟ୍ ଦଳର ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଚାଲିଥିବା T20 ସିରିଜ୍‌ର ବାକି ଦୁଇଟି ମ୍ୟାଚ୍ ପାଇଁ ଦଳରୁ ମୁକ୍ତ କରାଯାଇଛି। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ନିମନ୍ତେ…

କୁଲଦୀପଙ୍କୁ ନେଇ ଆସିଲା ନିରାଶାଜନକ ଖବର, ଆଡିଲେଡ୍‌ରେ ଏ କ’ଣ ହେଲା?

ନୂଆଦିଲ୍ଲୀ,୨୧।୧୦: ଭାରତ ପର୍ଥ ଦିନିକିଆରେ ପରାଜିତ ହେବାପରେ କୁଲଦୀପ ଯାଦବଙ୍କୁ କାହିଁକି ପ୍ଲେଇଂ ଇଲେଭେନରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଟିମ ଇଣ୍ଡିଆ ଜଣେ ବିଶେଷଜ୍ଞ ବୋଲରଙ୍କ ବଦଳରେ ତିନି ଜଣ ଅଲରାଉଣ୍ଡରଙ୍କୁ ଖେଳାଇଥିଲା। ଏବେ କୁଲଦୀପ ପରବର୍ତ୍ତୀ…

କୁଲଦୀପ ଯାଦବ ରଚିଲେ ଇତିହାସ! ୫ ୱିକେଟ ହାସଲ କରି ଭାଙ୍ଗିଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍ ଦଳର ବାମହାତି ସ୍ପିନର କୁଲଦୀପ ଯାଦବ ରବିବାର ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଅସାଧାରଣ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ୱେଷ୍ଟଇଣ୍ଡିଜକୁ ୨୪୮ ରନରେ ଅଲ୍-ଆଉଟ୍ କରି ଭାରତ ୨୭୦ ରନର ବିଶାଳ ଲିଡ୍ ସହ ଫଲୋ-ଅନ୍…

ଏସିଆ କପ୍‌ରେ କାହାକୁ ମିଳିଲା କେଉଁ ପୁରସ୍କାର: ଜାଣନ୍ତୁ ସବୁକିଛି

ଦୁବାଇ,୨୯।୯: ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍‌ ଚାମ୍ପିଅନ ହୋଇଥିଲା। କିନ୍ତୁ ପରେ ସେମାନଙ୍କୁ ଟ୍ରଫି ପାଇବାରୁ ବଞ୍ଚିତ କରାଯାଇଥିଲା। ଏସିଆ କପ ଫାଇନାଲରେ ଟିମ ଇଣ୍ଡିଆର ବିଜୟର ନାୟକ ତିଲକ ବର୍ମାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ…

୧୫ଦିନ ହୋଇନି, ଭାଙ୍ଗିଗଲା କୁଲଦୀପ ଯାଦବଙ୍କ ନିର୍ବନ୍ଧ! ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧୭।୬: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବ ନିକଟରେ ତାଙ୍କ ବାଲ୍ୟକାଳ ବନ୍ଧୁ ବଂଶିକାଙ୍କ ସହ ବିବାହ ନିଶ୍ଚିତ କରିଥିଲେ। ଏନେଇ ଜୁନ ୪ରେ ଲକ୍ଷ୍ନୌରେ ତାଙ୍କର ନିର୍ବନ୍ଧ ହୋଇଥିଲା, ଯେଉଁଥିରେ ନିକଟ ପରିବାର ଏବଂ ବନ୍ଧୁମାନେ, ସହ…

ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…?

ନୂୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା IPL ୨୦୨୫ରେ ଆଖିଦୃଶିଆ ପ୍ରଦର୍ଶନ କରି ନ ଥିବା କୁଲଦୀପ ବ୍ୟକ୍ତିଗତ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ…

ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍‌ ଧରିଲେ ଶୁଭମନ ଗିଲ୍‌: ଦେଖନ୍ତୁ ଭିଡିଓ

ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି।…

ଜନ୍ମଦିନରେ ବଡ଼ ରେକର୍ଡ ହାସଲ କଲେ କୁଲଦୀପ

ନୂଆଦିଲ୍ଲୀ,୧୫।୧୨:ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରି ସିରିଜକୁ ୧-୧ରେ ଡ୍ର କରିଥିଲା। ଏହି ମ୍ୟାଚ୍‌ର ହିରୋ ସୁର୍ଯ୍ୟକୁମାର ଯାଦବ ଥିଲେ। ସେ ଜବରଦସ୍ତ ଶତକ ମାରିଥିଲେ। ତେବେ ବୋଲିଂରେ…

କ୍ଷତ ଭରିବାକୁ ସମୟ ଲାଗିବ: କୁଲଦୀପ

ନୂଆଦିଲ୍ଲୀ,୨୩।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲା। ହେଲେ ଟୁର୍ନାମେଣ୍ଟରେ ବିଜେତା ହେବାର ସ୍ବପ୍ନ ଆଶାରେ ରହିଯାଇଥିଲା। ଏହି ପରାଜୟକୁ ନେଇ କୋଟି କୋଟି କ୍ରିକେଟ ପ୍ରଶଂସକ ନିରାଶ ହୋଇଥିଲେ। ସେହିଭଳି ଭାରତୀୟ ଖେଳାଳିମାନେ…

ପିଲାବେଳେ ଦୁଷ୍ଟାମି ଯୋଗୁ ମାଆ ବାନ୍ଧି ଦେଉଥିଲେ ହାତ, ଭାଙ୍ଗିଯିବାରୁ ଏବେ ହେଲେ ଲେପ୍ଟ ଆର୍ମ ବୋଲର

ନୂଆଦିଲ୍ଲୀ,୧୯।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଖେଳାଯାଉଛି। ଉତ୍ତର ପ୍ରଦେଶରୁ ଆସିଥିବା ସ୍ପିନ ବୋଲର କୁଲଦୀପ ଯାଦବ ଫାଇନାଲରେ ପହଞ୍ଚିବାରେ ଭାରତୀୟ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri