ଭାସିଗଲା ଡ୍ୟାମ୍ ଗେଟ୍: ଆଲର୍ଟ ଜାରି କଲେ ରାଜ୍ୟ ସରକାର ନୂଆଦିଲ୍ଲୀ,୧୧।୮: ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣ ପଡିଛି। ଏହାକୁ...