୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହିବା ପରେ କ’ଣ ପାଇଁ ସୈଫଙ୍କୁ ବିବାହ କଲେ କରୀନା, କହିଲେ କାରଣ ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଏବଂ ନୱାବ ସୈଫ ଅଲି ଖାନ ୨୦୧୨ରେ ବିବାହ କରିଥିଲେ। ଏହା ପୂର୍ବରୁ ଦୁହେଁ ପ୍ରାୟ ୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହୁଥିଲେ। ଏବେ ଏକ ସାକ୍ଷାତକାରରେ କରୀନା ଖୁଲାସା କରିଛନ୍ତି ସେ କେଉଁଥିପାଇଁ...