କାହିଁକି ଦିଲ୍ଲୀ କଂଗ୍ରେସ ପାଇଁ ପ୍ରଚାର କରୁନାହାନ୍ତି କହ୍ନୈୟା କୁମାର, ଜଣାପଡିଲା ଭିତିରି କଥା! ନୂଆଦିଲ୍ଲୀ,୧୪।୧: ପୂର୍ବତନ JNU ଛାତ୍ର ସଂଘ ସଭାପତି ଏବଂ କଂଗ୍ରେସ ନେତା କହ୍ନେୟା କୁମାର ଏକ ପ୍ରକାର ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଆଉ ଦିଲ୍ଲୀ ନିର୍ବାଚନ ପ୍ରଚାର ପଡିଆରେ ଦେଖିବାକୁ ମିଳୁନାହିଁ। ଦିଲ୍ଲୀ ଯୁଦ୍ଧରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ…