କଙ୍ଗନାଙ୍କ ନାଁରେ FIR, ଗାନ୍ଧୀ ପରିବାରକୁ ନେଇ ବିବାଦୀୟ ପୋଷ୍ଟ ଅଭିଯୋଗରେ ମାମଲା
ନୂଆଦିଲ୍ଲୀ,୧୪।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଭାଜପା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶର ଶିମଲାରେ ଏକ FIR ରୁଜୁ ହୋଇଛି…

