Tag Archives: Kangana Ranaut

ସାହାଯ୍ୟ ପାଇଁ କଙ୍ଗନାଙ୍କ ପାଖକୁ ଯାଇଥିଲେ ବୃଦ୍ଧ: ଏମିତି କଥା କହିଲେ ଅଭିନେତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ମଣ୍ଡି,୧୪।୭: ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବଞ୍ଜାର ଅଞ୍ଚଳ ଗସ୍ତ ସମୟରେ, ଜଣେ ବୟସ୍କ ବ୍ୟକ୍ତି ତାଙ୍କ ପାଖକୁ ଯାଇ ପାର୍ବତୀ ପ୍ରକଳ୍ପ ସହିତ ଜଡିତ...

କଙ୍ଗନାଙ୍କ ବିଦ୍ୟୁତ ବିଲ୍‌କୁ ନେଇ ବଢୁଛି ଚର୍ଚ୍ଚା: ଜାଣନ୍ତୁ କାହାକୁ ମିଳେ ବିଦ୍ୟୁତ ବିଲ୍‌ ରିହାତି

ନୂଆଦିଲ୍ଲୀ,୧୨।୪: ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅଭିନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ କହିଥିଲେ, ମନାଲୀରେ ଥିବା ତାଙ୍କ ଘରର ବିଦ୍ୟୁତ୍‌ ବିଲ ୧ ଲକ୍ଷ ଟଙ୍କା ହୋଇଛି କିନ୍ତୁ ସେ ସେଠାରେ ରହୁନାହାଁନ୍ତି। ଏହାସହ ସେ...

ବିବାହରେ ୯୯% ପୁରୁଷଙ୍କ ଦୋଷ ରହିଥାଏ…, AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ କଙ୍ଗନାଙ୍କ ବୟାନ

ନୂଆଦିଲ୍ଲୀ,୧୧।୧୨: ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି। ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ସେ ସୋମବାର ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମରିବା ପୂର୍ବରୁ ସେ ପ୍ରାୟ ଦେଢ଼ ଘଣ୍ଟାର...

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’: କଙ୍ଗନା ରାନାୱତଙ୍କ ମନ୍ତବ୍ୟ ପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୫।୯: ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ। କଂଗ୍ରେସ ଲଗାତାର ଅଭିଯୋଗ ଲଗାଉଛି ଯେ ଭାଜପା ପୁଣିଥରେ କୃଷକଙ୍କ ଉପରେ ତିନି କୃଷି...

କଙ୍ଗନାଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ଭାଜପା: କୃଷକ ଆନ୍ଦୋଳନ ବୟାନ ପ୍ରସଙ୍ଗରେ ପ୍ରକାଶ କଲା ଅସନ୍ତୋଷ

ନୂଆଦିଲ୍ଲୀ,୨୬।୮: ଭାଜପା ଏମପି କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିରୋଧୀ ଦଳ ଭାଜପାକୁ ତୀବ୍ର ଟାର୍ଗେଟ କରି କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ବଢୁଥିବା...

ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟାକୁ ନେଇ କଙ୍ଗନା କହିଲେ…

ନୂଆଦିଲ୍ଲୀ, ୧୩।୦୮: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ନେତ୍ରୀ କଙ୍ଗନା ରାଣାୱତ୍‌ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ ଏନେଇ ସୋସିଆଲ୍‌...

ସେପ୍ଟେମ୍ବର ୬ରେ ‘ଏମର୍ଜେନ୍ସି’ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡିରୁ ନବନିର୍ବାଚିତ ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବା ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଅଷ୍ଟାଦଶ ଲୋକ ସଭାର...

କଙ୍ଗନାଙ୍କ ବିରୋଧରେ ବାହାରିଲେ କୃଷକ ସଙ୍ଗଠନ, କହିଲେ ଅଭିଯୋଗ ମିଛ

ନୂଆଦିଲ୍ଲୀ, ୭ା୬: ବଲିଉଡ୍‌ ଅଭିନେତ୍ରୀ ତଥା ନୂଆକରି ଭାଜପାରୁ ଏମ୍‌ପି ହୋଇଥିବା କଙ୍ଗନା ରାଣାୱତ୍‌ଙ୍କ ବିରୋଧରେ କୃଷକ ସଂଗଠନ ଏକ୍‌ଜୁଟ୍‌ ହୋଇଛନ୍ତି। କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଫ୍‌ର କନଷ୍ଟେବଳଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି...

କଙ୍ଗନାଙ୍କୁ ଚାପୁଡ଼ା ମାରି ଗିରଫ ହେଲେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୭ା୬: ନୂଆକରି ଏମ୍‌ପି ହୋଇଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୁରୁବାର ତାଙ୍କୁ କାର୍ଯ୍ୟରୁ ନିଲମ଼୍ବନ କରାଇଯାଇଥିଲା। କୃଷକ ମାନଙ୍କ...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ ବଡ଼ ବଙ୍ଗଳା ରହିଛି। କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକାଣୀ ସେ।...

କଙ୍ଗନାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ଫସିଲେ ଏହି କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ,୨୭ା୩: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଫସିଛନ୍ତି। ବୁଧବାର ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ୍‌୍‌ ଜାରି କରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ତାଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି।...

ଜନ୍ମଦିନରେ ମା’ ବଗଲାମୁଖୀଙ୍କ ଆଶୀର୍ବାଦ ନେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ହିମାଚଳ ପ୍ରଦେଶର କଙ୍ଗରାରେ ପହଞ୍ଚିଛନ୍ତି। ଏହି ଅଭିନେତ୍ରୀ ପ୍ରାଚୀନ ମନ୍ଦିର ଦେବୀ ମା’ ବଗଲାମୁଖୀଙ୍କ ଆଶୀର୍ବାଦ ନେଇଛନ୍ତି। ଆଜି ଅର୍ଥାତ୍‌ ମାର୍ଚ୍ଚ ୨୩ରେ କଙ୍ଗନା ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri