Tag Archives: Kalahandi

ବାର୍‌ହା ଶିକାର ପଡ଼ିଲା ମହଙ୍ଗା: ୫ଙ୍କୁ…

ଖଡ଼ିଆଳ,୨୫।୧୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଖଡ଼ିଆଳ ରାଣୀମୁଣ୍ଡ ବିଟରେ ବାର୍‌ହା ଶିକାର ଅଭିଯୋଗରେ ସୋମବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅନ୍ୟ ୯ଜଣ ଫେରାର ହୋଇଯାଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ...

୨୧ ମାସର ସଂଘର୍ଷ ପରେ ମିଳିଲା ନ୍ୟାୟ: ମିଳିଲା…

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଳଜାରିଙ୍ଗ ପଞ୍ଚାୟତ ଲବଣିପୁର ମୌଜ଼ାର ବାଘବାଡ଼ିପଡ଼ାବାସୀ ୨୧ ବର୍ଷର ସଂଘର୍ଷ ପରେ ଶେଷରେ ଜଙ୍ଗଲ ଜମି ଶିରୋନାମା ପଟ୍ଟାରୁ ରାଜସ୍ବ ପଟ୍ଟା ପାଇଛନ୍ତି। ଏହାକୁ ନେଇ ସ୍ଥାନୀୟ ହିତାଧିକାରୀଙ୍କ ମଧ୍ୟରେ...

ଘରକୁ ଯାଇଥିଲେ ମାଲିକ ,ଆସି ଦେଖିଲା ବେଳକୁ ହୁହୁ ହୋଇ ଜଳୁଛି ଦୋକାନ

ଭବାନୀପାଟଣା,୧୯ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ନିକଟରେ ଥିବା ଏକ ଖେଳ ସାମଗ୍ରୀ ଦୋକାନରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଦୋକାନ ମାଲିକ ଅଶୋକ ପତି...

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନକୁ ନେଇ ଅସନ୍ତୋଷ, ଖଣ୍ଡନ କଲେ ଯାଞ୍ଚ କମିଟି ସଭାନେତ୍ରୀ, ସୁପରଭାଇଜର… 

କେସିଙ୍ଗା,୧୩।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଅଧିନସ୍ଥ ପାଷ୍ଟିକୁଡ଼ି ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା ଓ ଛତୁଆ ବଣ୍ଟନକୁ ନେଇ  ନିର୍ଦ୍ଧିଷ୍ଟ ହିତାଧିକାରୀ  ସିଡିପିଓଙ୍କ  ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ସୂଚନାନୁସାରେ,ରାଜ୍ୟ  ମହିଳା ଓ ଶିଶୁ ବିକାଶ  ବିଭାଗ...

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ଧରିତ୍ରୀରେ ଖବର ପ୍ରକାଶ ପରେ ସସ୍ମିତାଙ୍କ ମୁହଁରେ ଫୁଟିଲା ହସ

ଲାଞ୍ଜିଗଡ଼,୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ଦୋରା ସାରଲି ଗାଁର ଶୁକନାଭଟା ପଡ଼ାର ସସ୍ମିତାଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବା ଘଟଣା ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଖବର...

ଦିଲ୍ଲୀରୁ ଆସିଥିବା ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ ସ୍ବାଗତ

କେସିଙ୍ଗ,୯।୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ଆସିଥିବା ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେଶନରେ ସ୍ବାଗତ କରାଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ରବିବାର ସକାଳେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇ ଥିଲା। ସେହି ୧୨ ଜଣିଆ ଅଧିକାରୀ ହେଲେ,...

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୧ ଯାଏ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ…

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ ): ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ପାଇଁ ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଏକ...

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ନା ହତ୍ୟା: ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

କେସିଙ୍ଗା,୨୩।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଳ ଓଭରବ୍ରିଜରେ କାର୍ଯ୍ୟରତ ଜଣେ ଶ୍ରମିକ ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶ୍ରମିକଜଣଙ୍କ ଭଦ୍ରକ ଜିଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକ ଙ୍କ ପୁଅ ତାପସ ନାଏକ (୨୫) ବୋଲି ଜଣାପଡିଛି।...

ମହାସମାରୋହରେ ସମ୍ପନ୍ନ ହେଲା ମା’ ମହାକାଳୀ ଦେବୀଙ୍କ ପୂଜା-ଭୈରବ ଦେବଙ୍କ ଝାମୁଯାତ୍ରା

ଥୁଆମୂଳ ରାମପୁର,୨୨।୧୦(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ତାଳବନ୍ଧ ପଡାରେ ନବ ଜୀବନର ଯୁବ ଅନୁଷ୍ଠାନ ଓ ଦୀପାବଳି ପୂଜା କମିଟିର ମିଳିତ ଆନୁକୂଲ୍ୟରେ ମା’ ମହାକଳୀ(ବେଙ୍ଗୁଳି ଦେବୀ)ଙ୍କ ପୂଜା ଓ ଦୀପାବଳି...

ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

କେସିଙ୍ଗା,୨୧।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ସ୍ଥିତ ଜୁଗୁଲା ଡଙ୍ଗର ପରିସରରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ ମଙ୍ଗଳବାର ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଲସି ଗ୍ରାମର ଆଡ଼କଟା...

କଳାହାଣ୍ଡିରେ ବଜ୍ରପାତରେ ୨୨ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଚରାଳି

ମଦନପୁର, ୨୦।୧୦((ଜଗଦୀଶ ପ୍ରସାଦ ରଣା ): କଳାହାଣ୍ଡି ଜିଲାର ଏମ୍. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ଅଲାତରା ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ୨୨ଟି ଛେଳି ମରିଛନ୍ତି। ଛେଳି ଚରାଉଥିବା ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗ୍ରାମର ଜନକ...

ଦୀପାବଳୀରେ ଆସିଲା ଦୁଃଖଦ ଖବର: ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସୋମବାର ଦୀପାବଳୀ ପାଇଁ ଚାରିଆଡେ ଉତ୍ସବ ମୁଖର ଥିବାବେଳେ ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରୁ ଆସିଛି ଏକ ଦୁଃଖଦ ଖବର। ସହରର ଶମ୍ଭୁନଗର ପଡାସ୍ଥିତ ଏକ ଜମିରୁ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri