କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଉପରେ ବୁଲଡୋଜର, ମାଟିରେ ମିଶିଲା ୨୦ କୋଟିର ବିଲ୍ଡିଂ… ଲକ୍ଷ୍ନୌ,୧୭।୧୦ : ଉତ୍ତରପ୍ରଦେଶ ଫାରୁଖବାଦର କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଗୁରୁଶରଣମ ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ତିନି ମହଲା ହୋଟେଲରେ ଭାଙ୍ଗିବା କାର୍ଯ୍ୟ ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା...