ସାମ୍ବାଦିକଙ୍କୁ ମାଡ଼ ମାରି ପରିସ୍ରା ପିଇବାକୁ ଦେଲେ ଭାଜପା ନେତା, ଅଖିଳେଶ ଯାଦବ କହିଲେ ମିଡିଆର ମନୋବଳକୁ… ଲକ୍ଷ୍ନୌ,୩ା୧୧: ଉତ୍ତରପ୍ରଦେଶର ହମିରପୁରରେ ଦୁଇ ସାମ୍ବାଦିକଙ୍କୁ ଉଲଗ୍ନ କରି ପିଟାଯିବା ପରେ ପରିସ୍ରା ପିଆଇବା ପରି ମାମଲା ସାମ୍ନାକୁ ଆସିଛି। ସାମ୍ବାଦିକମାନେ ଭାଜପା ନଗର ପଞ୍ଚାୟତ ଅଧ୍ୟକ୍ଷ ପଓ୍ବନ ଅନୁରାଗୀଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିକୁ ପ୍ରକାଶ କରିଥିବାରୁ ପରେ ଭାଜପା...