ଜଳିଗଲା ଯୁଦ୍ଧ ବିମାନ ଆକାଶ ଧୂଆଁମୟ ଓ୍ବାଶିଂଟନ,୩୧।୭: କାଲିଫର୍ନିଆର ନେଭାଲ ଏୟାର ଷ୍ଟେଶନ ଲେମୁର୍ ନିକଟରେ ବୁଧବାର ଏକ ଆମେରିକୀୟ ଯୁଦ୍ଧ ବିମାନ F-35 ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ଏଥିରେ ନିଆଁ ଲାଗିଗଲା ଏବଂ ଆକାଶରେ ଧୂଆଁ ଉଠିବାକୁ ଲାଗିଲା। ଏହି ଘଟଣାର…