କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ପାଳିଲା କଳା ଦିବସ
ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି। ଏହି…
କାହାର ପତ୍ନୀଙ୍କ ଜନ୍ମଦିନ ଥିଲା ତ କିଏ ପିଲାଙ୍କୁ ଭେଟିବାକୁ ଗଣୁଥିଲେ ଦିନ…ଆଖି ଓଦା କରୁଛି ଡୋଡା ଶହୀଦଙ୍କ କାହାଣୀ…
ଜମ୍ମୁ,୧୭।୭: ଜମ୍ମୁ-କଶ୍ମୀରର ଡୋଡୋ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସହ ୫ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯବାନ ବିଜେନ୍ଦ୍ର ସିଂ। ସେ ନିଜ ଘରକୁ କରିଥିବା ଅନ୍ତିମ କଲ୍ରେ ପତ୍ନୀଙ୍କୁ ଜନ୍ମଦିନ ଶୁଭେଚ୍ଛା…
‘ପ୍ରଧାନମନ୍ତ୍ରୀ କହୁଥିଲେ ଘରେ ପଶି ମାରିବୁ, ହେଲେ…’ ମୋଦିଙ୍କୁ ଟାର୍ଗେଟ କଲେ ଓୱେସି
ଶ୍ରୀନଗର, ୧୬।୦୭: ଏଆଇଏମ୍ଆଇଏମ୍ ମୁଖ୍ୟ ଅସବୁଦ୍ଦିନ ଓୱେସି ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଥିଲେ କି ଆମେ ଘରେ ପଶି ମାରିବୁ । ହେଲେ…
୨୦୧୯ରେ ସେନାରେ ଯୋଗ ଦେଇଥିଲେ, ଶହୀଦ ହୋଇଗଲେ କ୍ୟାପ୍ଟେନ୍
ନୂଆଦିଲ୍ଲୀ, ୧୬।୦୭: ଜମ୍ମୁ-କଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ମଙ୍ଗଳବାର ଜଣେ କ୍ୟାପ୍ଟେନ୍ଙ୍କ ସମେତ ୪ ଜଣ ଯବାନ ଶହୀଦ ହୋଇଛନ୍ତି । ଜଙ୍ଗଲ ଭିତର ଦୁର୍ଗମ ଅଞ୍ଚଳରେ ଜାରି ରହିଥିବା ତଲାସି ଅଭିଯାନ ସମୟରେ ଆତଙ୍କବାଦୀମାନେ…
ସେନା-ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କୀ ନିହତ
ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍ରେ ଦୁଇ ଯବାନ ଶହୀଦ ହୋଇଛନ୍ତି । ଏଥି ସହିତ ସୁରକ୍ଷାବଳଙ୍କ ଗୁଳିରେ ପାଖାପାଖି ୬ ଆତଙ୍କବାଦୀ…
ଅମରନାଥ ଯାତ୍ରା ପରେ ଜମ୍ମୁ-କଶ୍ମିରରେ ହେବ ବିଧାନସଭା ନିର୍ବାଚନ: ରିପୋର୍ଟ
ନୂଆଦିଲ୍ଲୀ,୫।୭: ଅମରନାଥ ଯାତ୍ରା ପରେ ପରେ ଜମ୍ମୁ-କଶ୍ମିରରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ। ଅଗଷ୍ଟ ୨୯ ତାରିଖରେ ଅମରନାଥ ଯାତ୍ରା ଶେଷ ହେଉଥିଲା ବେଳେ ଭାଜପା ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ବାଚନ ପାଇଁ…
ତୀର୍ଥ ଯାତ୍ରା ସାରି ବସ୍ରେ ଫେରୁଥିଲେ, ହଠାତ୍ ହୋଇଗଲା ବ୍ରେକ୍ ଫେଲ୍, ତାପରେ…
ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର…
ଉରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କୀ ନିପାତ
ଶ୍ରୀନଗର, ୨୨।୬: ଉତ୍ତର କଶ୍ମୀର ବାରାମୁଳା ଜିଲାର ଉରି ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସ୍ଥଳସେନା । ଏଲ୍ଓସି ପାଖରେ ଏହି ଦୁଇ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏମାନଙ୍କ ଛଡ଼ା ଆଉ…
ଅମିତ୍ ଶାହାଙ୍କ ବଡ଼ ବୈଠକ, ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ହେବ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୬।୬: ଅମରନାଥ ଯାତ୍ରା ଜୁନ ୨୯ରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ଉତ୍ତର ବ୍ଲକ ଅନ୍ତର୍ଗତ ଗୃହ ମନ୍ତ୍ରଣାଳୟରେ ଏକ ଗରୁତ଼୍ବପୂର୍ଣ୍ଣ…
ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା
ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରିବା ଲାଗି…
ଜମ୍ମୁ କଶ୍ମୀର କୁପଓ୍ବାଡାରେ ସେନା-ପୋଲିସ ମୁହାଁମୁହିଁ, ୧୬ ସୈନିକଙ୍କ ନାଁରେ ମାମଲା
ନୂଆଦିଲ୍ଲୀ,୨୯ା୫: ଜମ୍ମୁ କଶ୍ମୀର ପୋଲିସ କୁପଓ୍ବାଡା ଜିଲାର ଏକ ପୋଲିସ ଷ୍ଟେସନରେ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ତିନିଜଣ ଅଧିକାରୀଙ୍କ ସମେତ ୧୬ ଜଣ ସୈନିକଙ୍କ ବିରୋଧରେ ମାମଲା ଦାୟର କରିଛି। ଏହି ଘଟଣାରେ ଷ୍ଟେସନ ହାଉସ ଅଫିସରଙ୍କ ସମେତ…
‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’
ଶ୍ରୀନଗର,୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶ୍ରୀନଗରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ କଶ୍ମୀରର ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବିରାଟ ଉତ୍ସାହ ଦେଖିବାକୁ ମିଳିଛି।…
Archives


