ଇଂଲଣ୍ଡ ପାଇଁ ବଡ଼ ଝଟକା; ODI-T20 ସିରିଜରୁ ବାଦ୍ ପଡ଼ିଲେ…
ଲଣ୍ଡନ,୧୧।୧୧: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଦଳକୁ ଲାଗିଛି ବଡ଼ ଝଟ୍କା। ଦଳର ଷ୍ଟାର୍ ବ୍ୟାଟର୍ ଜାକବ୍ ବେଥେଲ୍ ଆହତ ହୋଇ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଛନ୍ତି । ସେ ଦିନିକିଆ ସହ ଟି-୨୦ ସିରିଜ୍ରେ ମଧ୍ୟ ଖେଳିପାରିବେ ନାହିଁ…

