ଇସ୍ରାଏଲ ବିରୋଧୀ ମାମଲାରେ ଜାତିସଂଘ କମିଶନର ନେତୃତ୍ୱ ନେବେ ଓଡ଼ିଶାର ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି
ଭୁବନେଶ୍ୱର,୨୮ା୧୧: ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ଏକ ବିରଳ ପଦକ୍ଷେପରେ ଜାତିସଂଘ (UN)ର ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ପ୍ୟାନେଲର ମୁଖ୍ୟ ଭାବରେ ମନୋନୀତ କରାଯାଇଛି। ଇସ୍ରାଏଲ୍ ଏବଂ “ଅଧିକୃତ ପାଲେଷ୍ଟାଇନ୍ ଅଞ୍ଚଳ”ରେ ହୋଇଥିବା ମାନବ...
ଲେବାନନରେ ଇସ୍ରାଏଲର ସବୁଠାରୁ ବଡ଼ ବିମାନ ଆକ୍ରମଣ! ହିଜବୋଲା ଶୀର୍ଷ କମାଣ୍ଡର ତାବାତାବାଇ ମୃତ
ବେରୁତ,୨୪।୧୧: ରବିବାର (ନଭେମ୍ବର ୨୩) ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପଡ଼ୋଶୀ ଦାହିୟେରେ ଇସ୍ରାଏଲ ଏକ ବଡ଼ ବିମାନ ଆକ୍ରମଣ କରିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଦାବି କରିଛି ଯେ ହିଜବୁଲାର ମୁଖ୍ୟ କର୍ମଚାରୀ ହାଇଥାମ ଅଲି ତାବାତାବାଇ...
ଗାଜାରେ ପୁଣି ଆରମ୍ଭ ହେଲା ଯୁଦ୍ଧ! ହମାସ ଉପରେ ବୋମା ବର୍ଷା କଲା ଇସ୍ରାଏଲ
ଜେରୁଜେଲମ,୧୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜାରେ ଅସ୍ତ୍ରବିରତି ପରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଇସ୍ରାଏଲୀ ସେନା ରବିବାର (୧୯ ଅକ୍ଟୋବର, ୨୦୨୫) ଗାଜାରେ ଏକ ବିମାନ ଆକ୍ରମଣ...
ଭାରତ-ଇସ୍ରାଏଲ ମଧ୍ୟରେ ବଡ଼ ଚୁକ୍ତି, ୩.୯ ବିଲିୟନ ଡଲାର ବାଣିଜ୍ୟ ପାଇଁ…
ନୂଆଦିଲ୍ଲୀ,୮।୯: ଭାରତ ଓ ଇସ୍ରାଏଲ ସୋମବାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର କରି ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଏହି ଚୁକ୍ତି ଦ୍ୱାରା ପରସ୍ପର ନିବେଶକୁ ପ୍ରୋତ୍ସାହନ ଓ ସୁରକ୍ଷା ପ୍ରଦାନ କରାଯିବ। ଇସ୍ରାଏଲର ଅର୍ଥ...
ଯୁଦ୍ଧ ଶେଷ ହୋଇଛି କିନ୍ତୁ ଫୋର୍ଡୋରୁ ଗାଏବ ୪୦୦ କେଜି ୟୁରାନିୟମ୍ ପାଇଁ ନୂଆ ଉତ୍ତେଜନା: ଇସ୍ରାଏଲ କହିଲା – ଦେବାକୁ ପଡ଼ିବ
ନୂଆଦିଲ୍ଲୀ,୨୭ା୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ଅସ୍ଥାୟୀ ଯୁଦ୍ଧବିରତି ସହିତ ଶେଷ ହୋଇଥିଲେ ମଧ୍ୟ, ଇରାନର ଫୋର୍ଡୋ ପରମାଣୁ ସମୃଦ୍ଧିକରଣ କେନ୍ଦ୍ରରୁ ଗାଏବ ହୋଇଥିବା ୪୦୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମକୁ ନେଇ ନୂଆ ବିବାଦ ଆରମ୍ଭ...
ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ ଚେତାବନୀ, ଦେଲେ କଡା ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ “ବୋମା ଫୋପାଡ଼ନ୍ତୁ ନାହିଁ” ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ। ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ...
ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ ଆସିଲା ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା: ବିଶ୍ୱରେ ଖେଳିଗଲା…
ତେହେରାନ,୨୪।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜିନାମା ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। କିନ୍ତୁ ଇରାନ ଏହା ଉପରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛି। ଏହା କହିଛି, ଟ୍ରମ୍ପ ମିଛ କହୁଛନ୍ତି।...
ଏଥର ବିଶ୍ୱଯୁଦ୍ଧ ନିଶ୍ଚିତ! ଆମେରିକା ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କଲା ଇରାନ
ନୂଆଦିଲ୍ଲୀ, ୨୩।୬: କାତାରର ରାଜଧାନୀ ଦୋହାରେ ସୋମବାର ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ରିଉଟର୍ସ ରିପୋର୍ଟ ଅନୁଯାୟୀ, କାତାରରେ ଥିବା ଆମେରିକା ପରିଚାଳିତ ଆଲ ଉଦେଇଦ ବାୟୁସେନା ଘାଟିକୁ ଲକ୍ଷ୍ୟ କରି ଇରାନ ମିସାଇଲ ଆକ୍ରମଣ ଆରମ୍ଭ କରିଥିବା ଜଣାପଡ଼ିଛି। ଆମେରିକୀୟ...
ଖାମେନେଇଙ୍କୁ ଚେତାବନୀ ଦେଲେ ଟ୍ରମ୍ପ: କହିଲେ, ଆମେ ହଟାଇଦେବୁ
ଓ୍ବାଶିଂଟନ,୨୩।୬: ଆମେରିକା ଇରାନର ‘ପରମାଣୁ ସ୍ଥାନ’ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲୀ ସେନାକୁ ଆମେରିକା ସହିତ କାମ କରିବା ପାଇଁ...
ଅପରେସନ ମିଡନାଇଟ ହାମର: ୨୫ ମିନିଟରେ ଇରାନର ତିନୋଟି ପରମାଣୁ ସ୍ଥାନକୁ କିପରି ଧ୍ୱଂସ କଲା ଆମେରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଓ୍ୱାଶିଂଟନ,୨୨ା୬: ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାଟାନ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି। ଏହି ଅଭିଯାନ ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଇରାନର ଆକାଶ...
ଇରାନରେ ଟାର୍ଗେଟେଡ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ସିନିୟର ମିଲିଟ୍ରି ଅଧିକାରୀ ନିହତ, ରହିଛି ହମାସ ସହ କନେକ୍ସନ
ତେହେରାନ,୨୧।୬: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର ବରିଷ୍ଠ ସାମରିକ ସଦସ୍ୟ ସଇଦ ଇଜାଦିଙ୍କୁ ହତ୍ୟା କରିଛନ୍ତି। ଇଜାଦିଙ୍କ ଉପରେ ଇସ୍ରାଏଲ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଅଭିଯୋଗ ଅଛି। ଇସ୍ରାଏଲ ଇରାନରେ ଏକ ଲକ୍ଷ୍ୟଭେଦୀ ବିମାନ...
ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ ଏମିତି ବୟାନ ଦେଲେ ଇରାନ ବୈଦେଶିକ ମନ୍ତ୍ରୀ ଯାହାକୁ ନେଇ ବଢୁଛି ଚର୍ଚ୍ଚା
ତେହେରାନ,୨୧।୬: ଇସ୍ରାଏଲ-ଇରାନ ବିବାଦ ଏବେ ନବମ ଦିନରେ ପହଞ୍ଚିଛି ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଇସ୍ରାଏଲ ଆତ୍ମରକ୍ଷା ପାଇଁ କାର୍ଯ୍ୟ କରିଛି ବୋଲି ଦାବି କରୁଥିବା ବେଳେ, ଇରାନ ଏହାକୁ ଏକ ଅବୈଧ ଏବଂ ବଳପୂର୍ବକ...
Archives


